ଓଡ଼ିଶାକୁ ମରୁଡି ସହୟତା ପ୍ରଦାନରେ ବିଳମ୍ୱକୁ ନେଇ ଜୋର ଧରିଲା ରାଜନୀତି

ଭୁବନେଶ୍ୱର: ଓଡ଼ିଶାକୁ ମରୁଡି ସହୟତା ପ୍ରଦାନରେ ବିଳମ୍ୱକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। କେନ୍ଦ୍ର କର୍ଣ୍ଣାଟକକୁ ମରୁଡି ବାବାଦକୁ ଆର୍ଥିକ ସହୟତା ଦେବା ପରେ ପୁଣି ଥରେ ବିଜେଡି ଉଠାଇଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। ଦୁଇ ଦୁଇ ଥର କେନ୍ଦ୍ରୀୟ ଟିମ୍ ଆସି ମରୁଡି ସ୍ଥିତି ଅନୁଧ୍ୟାନ ପରେ ମଧ୍ୟ ସହାୟତା ମିଳି ନ ଥିବାରୁ ବିଜେଡି କେନ୍ଦ୍ରକୁ ଟାର୍ଗେଟ୍ କରିଛି। ଏହାର ଜବାବ ବିଜେପି ଦେଇଥିବା ବେଳେ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଚଳିତବର୍ଷ […]

marudi

marudi

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 05:46 PM IST

ଭୁବନେଶ୍ୱର: ଓଡ଼ିଶାକୁ ମରୁଡି ସହୟତା ପ୍ରଦାନରେ ବିଳମ୍ୱକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। କେନ୍ଦ୍ର କର୍ଣ୍ଣାଟକକୁ ମରୁଡି ବାବାଦକୁ ଆର୍ଥିକ ସହୟତା ଦେବା ପରେ ପୁଣି ଥରେ ବିଜେଡି ଉଠାଇଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। ଦୁଇ ଦୁଇ ଥର କେନ୍ଦ୍ରୀୟ ଟିମ୍ ଆସି ମରୁଡି ସ୍ଥିତି ଅନୁଧ୍ୟାନ ପରେ ମଧ୍ୟ ସହାୟତା ମିଳି ନ ଥିବାରୁ ବିଜେଡି କେନ୍ଦ୍ରକୁ ଟାର୍ଗେଟ୍ କରିଛି। ଏହାର ଜବାବ ବିଜେପି ଦେଇଥିବା ବେଳେ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।

ଚଳିତବର୍ଷ ରାଜ୍ୟର ୨୬ ଜିଲ୍ଲାର ୨୧୫ ବ୍ଲକ ମରୁଡିରେ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି। ପ୍ରତିଦିନ କେଉଁଠୁ ନା କେଉଁଠୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଛି। ହେଲେ କେନ୍ଦ୍ରୀୟ ସହାୟତା ମିଳୁନାହିଁ। କର୍ଣ୍ଣାଟକକୁ ନ୍ୟାଶନାଲ ଡିଜାଷ୍ଟର ରେସପନସ ଫଣ୍ଡରୁ ୧୫୪୦କୋଟି ସହାୟତା ମିଳିବା ପରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି। ଅକ୍ଟୋବର ଓ ଡିସେମ୍ୱରରେ ଦୁଇଟି ପୃଥକ ପୃଥକ କେନ୍ଦ୍ରୀୟ ଟିମ୍ ଆସି ମରୁଡି ସ୍ଥିତିର ଅନୁଧ୍ୟାନ କରି ମରୁଡି ହୋଇଥିବା ସ୍ୱୀକାର କରି ଫେରିଛନ୍ତି। ହେଲେ ଅନୁଦାନ ମିଳି ନ ଥିବାରୁ କେନ୍ଦ୍ରକୁ ସମାଲୋଚନା କରିଛି ବିଜେଡି। ଏହି ଅବହେଳା ଜାରି ରହିଲେ ବିଜେଡି ଆନ୍ଦୋଳନ କରିବ ବୋଲି କହିଛି। ସେପଟେ ବିଜେପି ଖୁବ୍ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କହିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମରୁଡି ହୋଇ ନ ଥିବା ବେଳେ କେନ୍ଦ୍ରୀୟ ଟିମ ଆସି ତଦନ୍ତ କରିଗଲେ। ଯେତେବେଳେ ଦେବା ବେଳ ଆସିଲା ପଛଘୁଞ୍ଚା ଦେଉଛନ୍ତି। ଏହାକୁ କେନ୍ଦ୍ରର ଅବହେଳା କୁହାଯିବ ନାହିଁ ତ ଆଉ କ’ଣ କୁହାଯିବ। ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି ଶୀଘ୍ର କେନ୍ଦ୍ର ସରକାର ଓଡ଼ିଶା ଲାଗି ସହାୟତା ଘୋଷଣା କରିବେ । ଏଥିପାଇଁ ବିଚଳିତ ହେବାର ନାହିଁ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଚାଲି ନ ଜାଣି ବାଟର ଦୋଷ ଦେବା ପରି ହେଉଛନ୍ତି। କିପରି ଦାବି ଉପସ୍ଥାପନ କରାଯାଇ ପାରିବ ଓ ଦାବି ହାସଲ କରାଯାଇ ପାରିବ ସେଥିପାଇଁ ଉଦ୍ୟମ କରୁନାହାନ୍ତି।

ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୨୨ ଶହ କୋଟି ଟଙ୍କ।ର ମରୁଡି ସହାୟତା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story