ଓଡ଼ିଶାର ଦୁର୍ଭାଗ୍ୟ ଜଳସେଚନ ବିଭାଗ ପାଇଛି ନିକମା ମନ୍ତ୍ରୀ: ବିଜେପି

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଚାଷ ପାଇଁ ଜଳ ହେଉଛି ପ୍ରମୁଖ ଉତ୍ସ। ମତ୍ର ଦୁର୍ଭାଗ୍ୟର ବିଷୟ  ଦୀର୍ଘ ୧୭ ବର୍ଷ ଭିତରେ ରାଜ୍ୟ ସରକାର ଗୋଟିଏ ହେଲେ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କ୍ଷମ କରିପାରି ନାହାନ୍ତି। ଏହା ଓଡ଼ିଶାର ଦୁର୍ଭାଗ୍ୟ। ଏକ ନିକମା ଜଳସେଚନ ମନ୍ତ୍ରୀଙ୍କୁ ପାଇଛି। ଜଳସେଚନ ବ୍ୟବସ୍ଥା କରିବାକୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜଳ […]

bjp

bjp

Rakesh Mallick
  • Published: Sunday, 28 May 2017
  • Updated: 29 May 2017, 07:30 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଚାଷ ପାଇଁ ଜଳ ହେଉଛି ପ୍ରମୁଖ ଉତ୍ସ। ମତ୍ର ଦୁର୍ଭାଗ୍ୟର ବିଷୟ  ଦୀର୍ଘ ୧୭ ବର୍ଷ ଭିତରେ ରାଜ୍ୟ ସରକାର ଗୋଟିଏ ହେଲେ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କ୍ଷମ କରିପାରି ନାହାନ୍ତି। ଏହା ଓଡ଼ିଶାର ଦୁର୍ଭାଗ୍ୟ। ଏକ ନିକମା ଜଳସେଚନ ମନ୍ତ୍ରୀଙ୍କୁ ପାଇଛି। ଜଳସେଚନ ବ୍ୟବସ୍ଥା କରିବାକୁ ବାରମ୍ୱାର ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜଳ ସଚେତନ ମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରି ଆରୋପ ଲଗାଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବିଜେପି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି, ତେଲେନଗିରିଠାରୁ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡ଼ିକ କେବେ ସରିବ? ପ୍ରକଳ୍ପ ନିର୍ମାଣରେ ବିଳମ୍ୱ ଯୋଗୁଁ ବ୍ୟୟ ଅଟକଳ ବଢୁଛି ଏବଂ ଓଡ଼ିଶାବାସୀଙ୍କୁ ଲଣ୍ଠନ କରାଯାଉଛି। ଏପରି କାର୍ଯ୍ୟ ବନ୍ଦ ହେବା ଦରକାର। ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ୱ ନିଜେ ନେବା ସହିତ ଅବହେଳା ସ୍ୱୀକାର କରିବା ଦରକାର।”

କ୍ରୀଡ଼ା ଓ ଯୁବ ବ୍ୟାପାର, ଆଇଟିର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ରଣଜିତ ଦାସ ଠାକୁର। ସେ କହିଛନ୍ତି,“ନିର୍ବାଚନ ଆସିଲେ ସରକାରଙ୍କର ଯୁବକଙ୍କ କଥା ମନେ ପଡ଼େ। ସୁନେଲି ସ୍ୱପ୍ନ ଦେଖାଇ ନିଜ କାର୍ଯ୍ୟରେ ନିୟୋଜିତ କରିବାରେ ଲାଗି ପଡ଼ନ୍ତି। ମିଛ ପ୍ରତିଶ୍ରୁତି ଦେଇ ଯୁବକଙ୍କୁ ଭଣ୍ଡାଇବାକୁ ଉଦ୍ୟମ କରନ୍ତି।”

ସେ କହିଛନ୍ତି,“୨୦୧୬ ଜାନୁଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ସାମ୍‌ ପିଟ୍ରୋଡାଙ୍କୁ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରତି ପଞ୍ଚାୟତରେ ଅପ୍ଟିକାଲ ଫାଇବର ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯିବ। ଏହା ମାଧ୍ୟମରେ ୫୦୦୦ରୁ ୧୦୦୦୦ରୁ ଅଧିକ  ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପାଇବେ। ଏପର୍ଯ୍ୟନ୍ତ କେତେ ଜଣ ଯୁବକ ନିଯୁକ୍ତି ପାଇଛନ୍ତି, ତାହାର ହିସାବ ରାଜ୍ୟ ସରକାର ଦେବେ କି?”

ସେ କହିଛନ୍ତି,“ଓଡ଼ିଶାର ଯୁବ ପ୍ରତିଭାଙ୍କ ପାଇଁ ଖେଳିବାର ଆବଶ୍ୟକତା ରହିଛି। ସେଥିପାଇଁ ବ୍ଲକ ବା ପଞ୍ଚାୟତରେ ୪୮୦ ମିନି ଷ୍ଟାଡିୟମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୭୭ଟି ମିନି ଷ୍ଟାଡିୟମର କାମ ଆରମ୍ଭ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। କେବେ ସମ୍ପୂର୍ଣ୍ଣ ହେବ ତାହ ଜଣାପଡ଼ିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story