ଆରମ୍ଭ ହେଲା ନୂଆ ଯୋଜନା ‘ସମ୍ପୂର୍ଣ୍ଣା’: ମେଡ଼ିକାଲ ଆସିବାକୁ ଗର୍ଭବତୀଙ୍କୁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି। ଦୁର୍ଗମ ଅଞ୍ଚଳରୁ ଗର୍ଭବତୀଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣା ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଆଶା କର୍ମୀଙ୍କ ପାଇଁ ‘ଆଶା କଲ୍ୟାଣ’ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ କଲ୍ୟାଣ ପାଣ୍ଠି ମଧ୍ୟ ଶୁଭାରମ୍ଭ ହୋଇଛି। ଦୁର୍ଗମ ଅଞ୍ଚଳରୁ ଯାତାୟତ ଖର୍ଚ୍ଚର ଭରଣା ଲାଗି ରାଜ୍ୟ ସରକାର ‘ସଂପୂର୍ଣ୍ଣା ଯୋଜନା’ ଆରମ୍ଭ […]

health

health

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି। ଦୁର୍ଗମ ଅଞ୍ଚଳରୁ ଗର୍ଭବତୀଙ୍କୁ ଆଣିବା ପାଇଁ ସମ୍ପୂର୍ଣ୍ଣା ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଆଶା କର୍ମୀଙ୍କ ପାଇଁ ‘ଆଶା କଲ୍ୟାଣ’ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ କଲ୍ୟାଣ ପାଣ୍ଠି ମଧ୍ୟ ଶୁଭାରମ୍ଭ ହୋଇଛି।

ଦୁର୍ଗମ ଅଞ୍ଚଳରୁ ଯାତାୟତ ଖର୍ଚ୍ଚର ଭରଣା ଲାଗି ରାଜ୍ୟ ସରକାର ‘ସଂପୂର୍ଣ୍ଣା ଯୋଜନା’ ଆରମ୍ଭ କରିଛନ୍ତି। ଏଥିପାଇଁ ୧୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ୭, ୮୫୩ଟି ଗାଁ ଅନ୍ତର୍ଭୁକ୍ତ ହେବ। ପ୍ରତିବର୍ଷ ୬୦,୦୦୦ରୁ ଅଧିକ ଗର୍ଭବତୀ ମହିଳା ଏଥିରେ ଉପକୃତ ହେବେ। ଏଥିପାଇଁ ବର୍ଷକୁ ୬ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯିବ।

ସେହିପରି ଆଶାକର୍ମୀଙ୍କ ପାଇଁ ସରକାର ‘ଆଶା କଲ୍ୟାଣ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରତି ଆଶାକର୍ମୀଙ୍କୁ ମାସରେ ଅତିକମ୍‌ରେ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନାରେ ୪୭,୦୦୦ରୁ ଅଧିକ ଆଶାକର୍ମୀ ଉପକୃତ ହେବେ। ତା’ଛଡ଼ା ୬୦ ବର୍ଷ ହେବାପରେ ଅବସର ଗ୍ରହଣ କରିବା ସମୟରେ ଆଶାକର୍ମୀଙ୍କୁ ୧୦,୦୦୦ ଟଙ୍କାର ଏକକାଳୀନ ପାରିଶ୍ରମିକ ପ୍ରଦାନ କରାଯିବ।

ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) କର୍ମଚାରୀ କଲ୍ୟାଣ ପାଣ୍ଠି ମଧ୍ୟ ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଏନ୍‌ଏଚ୍‌ଏମ୍‌ ଅଧିନରେ କାର୍ଯ୍ୟକରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନେ ସଂଗଠନ ଅଧୀନରେ କାମ କରୁଥିବା ସମୟରେ ମୃତ୍ୟୁ କିମ୍ବା ୮୦ ପ୍ରତିଶତରୁ ଅଧିକ ଅକର୍ମଣ୍ୟ ହେଲେ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବେ। ୬୧ରୁ ୮୦ ପ୍ରତିଶତ ଅକର୍ମଣ୍ୟ ହେଲେ ଅଢେଇ ଲକ୍ଷ ଏବଂ ୪୦ରୁ ୬୦ ପ୍ରତିଶତ ଆଂଶିକ ଅକର୍ମଣ୍ୟତା ହେଲେ ୨ ଲକ୍ଷ  ଟଙ୍କାର ସହାୟତା ମଳିବ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ସମଗ୍ର ଓଡ଼ିଶାରେ ଥାଲାସେମିଆ, ସିକଲ୍‌ସେଲ୍‌ ଓ ହେମଫୁଲିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ  ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପ୍ରଯତ୍ନ କେନ୍ଦ୍ର ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ବାଲେଶ୍ୱର, ରାଉରକେଲା ଓ କନ୍ଧମାଳରେ ଆରମ୍ଭ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story