ବଦଳୁଛି ମେଣ୍ଢାଙ୍କ ଭାଗ୍ୟ: ଗୁହାଳ ନୁହେଁ, ବେଡ୍‌ରୁମ୍‌ ଭଳି ଆରାମଦାୟକ ରହଣୀ

କଟକ: ଗୃହପାଳିତ ପଶୁ ମେଣ୍ଢା ଓ ଗୋରୁମାନେ ସାଧାରଣତଃ ସନ୍ତସନ୍ତିଆ ଜାଗାରେ ରୁହନ୍ତି। ସେମାନଙ୍କ ରହଣୀକୁ ନେଇ ବେଶୀ କିଛି ଧ୍ୟାନ ଦିଅନ୍ତିନି ଲୋକେ। ତେବେ ନିଆଳିରେ ଅଜଣା ଜନ୍ତୁ ଆକ୍ରମଣ ପରେ ବଦଳିଛି ନୀରିହ ମେଣ୍ଢାଙ୍କ ଭାଗ୍ୟ। ଗୁହାଳ ନୁହେଁ ସେମାନେ ବେଡ଼ ରୁମ୍‌ରେ ରହୁଛନ୍ତି। ଦେଖିବାକୁଗଲେ ନିଆଳି ଅଞ୍ଚଳରେ ଗୁହାଳ ଗୁଡ଼ିକ ଖାଁ ଖାଁ ଲାଗୁଛି। ଶତାଧିକ ମେଣ୍ଢାଙ୍କ ମୃତ୍ୟୁ ପରେ ଚିନ୍ତାଗ୍ରାସ୍ତ ମାଲିକମାନେ ରାତି ଅଧରେ ଘାତକ ଆକ୍ରମଣ କରୁଥିବା ଅଜଣାଜନ୍ତୁ କବଳରୁ […]

niali-1

niali-1

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 07:42 PM IST

କଟକ: ଗୃହପାଳିତ ପଶୁ ମେଣ୍ଢା ଓ ଗୋରୁମାନେ ସାଧାରଣତଃ ସନ୍ତସନ୍ତିଆ ଜାଗାରେ ରୁହନ୍ତି। ସେମାନଙ୍କ ରହଣୀକୁ ନେଇ ବେଶୀ କିଛି ଧ୍ୟାନ ଦିଅନ୍ତିନି ଲୋକେ। ତେବେ ନିଆଳିରେ ଅଜଣା ଜନ୍ତୁ ଆକ୍ରମଣ ପରେ ବଦଳିଛି ନୀରିହ ମେଣ୍ଢାଙ୍କ ଭାଗ୍ୟ। ଗୁହାଳ ନୁହେଁ ସେମାନେ ବେଡ଼ ରୁମ୍‌ରେ ରହୁଛନ୍ତି। ଦେଖିବାକୁଗଲେ ନିଆଳି ଅଞ୍ଚଳରେ ଗୁହାଳ ଗୁଡ଼ିକ ଖାଁ ଖାଁ ଲାଗୁଛି। ଶତାଧିକ ମେଣ୍ଢାଙ୍କ ମୃତ୍ୟୁ ପରେ ଚିନ୍ତାଗ୍ରାସ୍ତ ମାଲିକମାନେ ରାତି ଅଧରେ ଘାତକ ଆକ୍ରମଣ କରୁଥିବା ଅଜଣାଜନ୍ତୁ କବଳରୁ ନିଜ ଗୃହପାଳିତ ପଶୁଙ୍କୁ ରକ୍ଷା କରିବାକୁ କିଏ ନିଜ ଶୋଇବା ଘରେ ମେଣ୍ଢା ରଖୁଛି ତ ଆଉ କିଏ ଭଙ୍ଗା ଦଦରା ଗୁହାଳକୁ ମଜଭୁତ୍ କରୁଛି।

ଖୁଲିଶ ଗାଁର ସୁଦର୍ଶନ ବେହେରା। ତାଙ୍କର ୮ଟି ମେଣ୍ଢା ଥିଲା। ସେଥିରୁ ୩ଟିର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇସାରିଲାଣି। ଏବେ ୫ଟି ମେଣ୍ଢାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କିଛି ଉପାୟ ନପାଇ ବାଧ୍ୟ ହୋଇ ନିଜ ଶୋଇଥିବା ଛାତ ଘରେ ରଖିଛନ୍ତି।

ମାସକ ଭିତରେ ଖୁଲିଶ ଗାଁ ଓ ଆଖପାଖ ଅଞ୍ଚଳରୁ ଶହେରୁ ଅଧିକ ମେଣ୍ଢାଙ୍କ ମୃତ୍ୟ ହୋଇସାରିଲାଣି। ମେଣ୍ଢା ମଡ଼କ ପରେ ଖାଁ ଖାଁ ଖୋଲା ଗୁହାଳ। ଏଭଳି ଅବସ୍ଥା ଦେଖି ଆଖି ଛଳ ଛଳ ହୋଇଯାଉଛି ନାଟି ଗାଁର ତୋଫାନ ପରିଡ଼ାଙ୍କର। ମେଣ୍ଢା ଓ ଗାଈ ପାଳି ପରିବାର ପୋଷଣ କରୁଥିବା ତୋଫାନଙ୍କର ଦୁଇଟି ଦଫାରେ ୧୨ଟି ମେଣ୍ଢା ଅଜଣାଜନ୍ତୁ ଶିକାର କଲାଣି।

ସେହିପରି ସୁଧାନଗରର ଅଭିଜିତ ପ୍ରଧାନଙ୍କ ମନରେ ସରାଗ ନାହିଁ। ଅଜଣାଜନ୍ତୁ ତାଙ୍କ ଖସି ଛଡ଼ାଇ ନେଇଛି। ଏବେ ମେଣ୍ଢାକୁ ବଞ୍ଚାଇବା ପାଇଁ ଗୁହାଳ ମଜବୁତ୍‌ କରୁଛନ୍ତି। ଅନ୍ୟପକ୍ଷରେ ଅଜଣା ଜନ୍ତୁଙ୍କୁ ଧରିବା ପାଇଁ ଗାଁରେ ଜନ୍ତା ବସିଛି ଓ ସିସିଟିଭି ମଧ୍ୟ ଲାଗିଛି। ତଥାପି ଅଜଣା ଜନ୍ତୁ ଅନ୍ଧାରର ସୁଯୋଗ ନେଇ ମେଣ୍ଢାଙ୍କୁ ଶିକାର କରୁଛି। କିଛି ଦିନ ତଳେ ଗାଁ ଲୋକେ ଏକ ବିଲୁଆକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story