ବାଘ ଖାଇଦେଲା କଅଁଳା ପୁଅକୁ: ଅନ୍ଧାର ରାତିରେ କଣ କରୁଥିଲା ମାଆ? ପଢନ୍ତୁ ଛାତି କୋରି ହୋଇଯିବ

ନୂଆପଡା: ହଳଦୀଗାଁରେ ଚହଳ ପଡ଼ିଗଲା। ମା’ କୋଳରୁ ବାଘ ଝାମ୍ପିନେଲା କୁନି ପୁଅକୁ। ରାତିର ଅନ୍ଧାରରେ ମିଳେଇଗଲା ଛୁଆର ଚିତ୍କାର। ଅନ୍ଧାର କଟିଗଲା ପରେ ପାହାଡ଼ ଖୋଲରୁ ମିଳିଲା ମୁଣ୍ଡ। ଆଉ କଅଁଳହାଡ଼। ଏଭଳି ଦେହ ଥରିଗଲା ଭଳି ଘଟଣା ନୂଆପଡ଼ା ସଦର ବ୍ଲକ୍ ହଳଦୀ ଗାଁରେ ଘଟିଛି। ଜଙ୍ଗଲକୁ ଲାଗି ହୀରାଲାଲ ପାଣ୍ଡେଙ୍କ ଘର। ପ୍ରବଳ ଗରମ ଯୋଗୁଁ କାଲି ରାତିରେ ବାହାରେ ଶୋଇଥିଲେ ହୀରାଲାଲଙ୍କ ୬ ଜଣିଆ ପରିବାର। ମା’ ପାଖରେ ଶୋଇଥିଲା କୋଡ଼ପୋଛା […]

tiger 1 (1)

tiger 1 (1)

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 08:13 PM IST

Sports

Latest News

ନୂଆପଡା: ହଳଦୀଗାଁରେ ଚହଳ ପଡ଼ିଗଲା। ମା’ କୋଳରୁ ବାଘ ଝାମ୍ପିନେଲା କୁନି ପୁଅକୁ। ରାତିର ଅନ୍ଧାରରେ ମିଳେଇଗଲା ଛୁଆର ଚିତ୍କାର। ଅନ୍ଧାର କଟିଗଲା ପରେ ପାହାଡ଼ ଖୋଲରୁ ମିଳିଲା ମୁଣ୍ଡ। ଆଉ କଅଁଳହାଡ଼। ଏଭଳି ଦେହ ଥରିଗଲା ଭଳି ଘଟଣା ନୂଆପଡ଼ା ସଦର ବ୍ଲକ୍ ହଳଦୀ ଗାଁରେ ଘଟିଛି।

ଜଙ୍ଗଲକୁ ଲାଗି ହୀରାଲାଲ ପାଣ୍ଡେଙ୍କ ଘର। ପ୍ରବଳ ଗରମ ଯୋଗୁଁ କାଲି ରାତିରେ ବାହାରେ ଶୋଇଥିଲେ ହୀରାଲାଲଙ୍କ ୬ ଜଣିଆ ପରିବାର। ମା’ ପାଖରେ ଶୋଇଥିଲା କୋଡ଼ପୋଛା ପୁଅ ଛଗନ। ଅନ୍ଧାରରେ ଛପି ଛପି ବାଘ ଆସିଲା। ମା’ର ଅଜାଣତରେ ଝାମ୍ପିନେଲା ଛଗନକୁ। ଅଧରାତିରେ ପୁଅକୁ ନପାଇ ବହୁ ଖୋଜାଖୋଜି କଲେ ପରିବାର ଓ ଗାଁ ଲୋକେ। ହେଲେ ପାଇଲେ ନାହିଁ। ଆଜି ସକାଳେ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ମିଳିଲା ବାଘମୁହଁରୁ ବଂଚିଥିବା ଛଗନର ଅବଶିଷ୍ଟ ଅଙ୍ଗ, ବାଘ ନଖ, କିଛି ଲୋମ।

ଖବର ପାଇ ନୂଆପଡ଼ା ପୋଲିସ୍ ଓ ଖରିଆର ରୋଡ ଜଙ୍ଗଲ ବିଭାଗ ଘଟଣାସ୍ଥଳେ ପହଞ୍ଚି ଅନୁସନ୍ଧାନରୁ ଏହା କଲରା ପତରିଆ ବାଘର କାମ ବୋଲି ସ୍ପଷ୍ଟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story