ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଯଦି ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ କେହି ଧାନ କିଣନ୍ତି, ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଧାନ ସଂଗ୍ରହ ପରେ ମଣ୍ଡିରେ ଗୋଟିଏ ଦିନରୁ ଅଧିକ ସମୟ ରହିବ ନାହିଁ। ଧାନ ଜମା କରିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଆଜି କଟକରେ […]

paddy-in-mandi

paddy-in-mandi

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 06:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଯଦି ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ କେହି ଧାନ କିଣନ୍ତି, ତାହାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଧାନ ସଂଗ୍ରହ ପରେ ମଣ୍ଡିରେ ଗୋଟିଏ ଦିନରୁ ଅଧିକ ସମୟ ରହିବ ନାହିଁ। ଧାନ ଜମା କରିବାର ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଆଜି କଟକରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖରିଫ ଧାନ ସଂଗ୍ରହ ନେଇ ବୈଠକରେ ଯୋଗଦେଇ ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ରାଜ୍ୟରେ ପିଆଜ ଅଭାବ ନେଇ ମନ୍ତ୍ରୀ ପାତ୍ର କହିଛନ୍ତି-“ରାଜ୍ୟରେ ୫ ଲକ୍ଷ ଟନ୍ ପିଆଜ ଆବଶ୍ୟକ ରହିଛି। ଏପରିସ୍ଥଳେ ଉତ୍ପାଦନ ହେଉଛି ମାତ୍ର ୧ ଲକ୍ଷ ଟନ୍ ପିଆଜ। ଅନ୍ୟପକ୍ଷରେ ନାସିକରେ ପିଆଜର ଅଭାବ ଯୋଗୁଁ ରାଜ୍ୟରେ ପିଆଜ ଦରରେ ଅସ୍ଥିରତା ଦେଖା ଦେଇଛି। ତେଣୁ ପିଆଜ ଦଳ ବ‍ଢ଼ିଛି। ପିଆଜ କଳାବଜାର କରୁଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story