ଓଡ଼ିଶାରେ ଆତଙ୍କବାଦୀ ସାମ୍ରାଜ୍ୟ ବିସ୍ତାରରେ ରେହମାନ ସହଯୋଗୀଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ଅବଦୁର ରେହମାନର ନେଟୱାର୍କରେ ବହୁ ବ୍ୟକ୍ତି ଅଛନ୍ତି। ଯେଉଁମାନେ ରେହମାନକୁ ତା’ର ଆତଙ୍କବାଦୀ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରୁଥିଲେ। ରେହମାନ୍ ଅନେକ ସମୟରେ ଓଡ଼ିଶା ବାହାରେ ରହୁଥିବାରୁ ଏମାନେ ହିଁ ତା’ର ନେଟୱାର୍କ ଚଲାଇଥିଲେ। ଏଭଳି ବ୍ୟକ୍ତି ତଥା ସଂସ୍ଥାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କେବଳ ରେହମାନ୍ ନା ଓଡ଼ିଶାର ଆଉ କେହି ବି ଅଲକାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଟ୍ ପାଇଁ କରୁଥିଲା କାମ। ରେହମାନ ନ ଥିବା ବେଳେ କାହା […]

rehaman

rehaman

Rakesh Mallick
  • Published: Monday, 21 December 2015
  • Updated: 21 December 2015, 02:25 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଅବଦୁର ରେହମାନର ନେଟୱାର୍କରେ ବହୁ ବ୍ୟକ୍ତି ଅଛନ୍ତି। ଯେଉଁମାନେ ରେହମାନକୁ ତା’ର ଆତଙ୍କବାଦୀ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରୁଥିଲେ। ରେହମାନ୍ ଅନେକ ସମୟରେ ଓଡ଼ିଶା ବାହାରେ ରହୁଥିବାରୁ ଏମାନେ ହିଁ ତା’ର ନେଟୱାର୍କ ଚଲାଇଥିଲେ। ଏଭଳି ବ୍ୟକ୍ତି ତଥା ସଂସ୍ଥାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି।

କେବଳ ରେହମାନ୍ ନା ଓଡ଼ିଶାର ଆଉ କେହି ବି ଅଲକାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଟ୍ ପାଇଁ କରୁଥିଲା କାମ। ରେହମାନ ନ ଥିବା ବେଳେ କାହା ହାତରେ ରହୁଥିଲା ରିମୋଟ୍, କିଏ ଦେଉଥିଲା ପିଲାଙ୍କୁ ଜେହାଦ ତାଲିମ୍। ତାହାର ଖିଅ ଖୋଜୁଛି ପୋଲିସ।

ସୂଚନାଯୋଗ୍ୟ, ୩୭ ବର୍ଷୀୟ ରେହମାନ ଅଧାରୁ ଅଧିକ ସମୟ ଓଡ଼ିଶା ବାହାରେ ବିତୁଥିଲା। ରେହମାନ୍ ଇଂଲଣ୍ଡ, ସାଉଦୀ ଆରବ, ପାକିସ୍ତାନ ଆଦି ଦେଶର ଆତଙ୍କବାଦୀ ସଂଗଠନର ପ୍ରମୁଖ ସଦସ୍ୟଙ୍କୁ ଭେଟି ଥିଲା। ଏହି ଇଣ୍ଟରନ୍ୟାସନାଲ୍ ଟେରରିଷ୍ଟ କେବେ ଓଡ଼ିଶା ଆସି ପିଲାମାନଙ୍କୁ ଭେଟିଛନ୍ତି କି ନାହିଁ, ଏଠାରୁ କେହି ପିଲା ବାହାରକୁ ଯାଇଛନ୍ତି କି ନାହିଁ ତାହାର ଯାଞ୍ଚ କରାଯାଉଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ଅନ୍ୟପକ୍ଷେ ଝାଡ଼ଖଣ୍ଡର ରାଞ୍ଚିକୁ ଯାଇଥିବା ପୋଲିସ ଟିମ୍ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ଏହି ସ୍ୱତନ୍ତ୍ର ଟିମ୍ ଯାଇଛି। ସେହିପରି ନୂଆଦିଲ୍ଲୀ ଯାଇଥିବା ଟିମ୍ ମଙ୍ଗଳବାର ସେଠାରେ ପହଞ୍ଚିବା ପରେ ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ରିମାଣ୍ଡରେ ଥିବା ରେହମାନର ପଚରାଉଚୁରାରେ ସାମିଲ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story