ଓଡ଼ିଶାରେ ଜିହାଦୀ ତିଆରି କରୁଥିଲା ରେହମାନ

ଭୁବନେଶ୍ୱର/ନବରଙ୍ଗପୁର: କେବଳ କଟକ କି ଜଗତପୁର ନୁହେଁ, ଓଡିଶାର ବିଭିନ୍ନ ସ୍ଥାନକୁ ଯାଇ ଧର୍ମଯୁଦ୍ଧ ବା ଜିହାଦର ପାଠ ପଢାଉଥିଲା ଅବଦୁର ରେହମାନ୍। ଉତ୍ତେଜନାମୂଳକ ଭାଷଣରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିଲା। ଆଉ ତାଙ୍କ ମଦ୍ରାସାରେ ବି ପିଲାଙ୍କୁ ଜିହାଦ ସମ୍ପର୍କରେ ଟ୍ରେନିଂ ଦେବା ପାଇଁ ରେହମାନ ନିର୍ଦ୍ଦେଶ ଦେଇଥିଲା। ଏଭଳି ତଥ୍ୟ ହାସଲ କରିଛି ପୋଲିସ। ରେହମାନର ଟାଙ୍ଗି ମଦ୍ରାସାର ୩ ଶିକ୍ଷକଙ୍କୁ ବି ଜେରା କରିଛି କମିଶନରେଟ୍ ପୋଲିସ। ଏବେ କମିଶନରେଟ୍ ପୋଲିସର […]

nabarangpur

nabarangpur

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 02:48 PM IST

Sports

Latest News

ଭୁବନେଶ୍ୱର/ନବରଙ୍ଗପୁର: କେବଳ କଟକ କି ଜଗତପୁର ନୁହେଁ, ଓଡିଶାର ବିଭିନ୍ନ ସ୍ଥାନକୁ ଯାଇ ଧର୍ମଯୁଦ୍ଧ ବା ଜିହାଦର ପାଠ ପଢାଉଥିଲା ଅବଦୁର ରେହମାନ୍। ଉତ୍ତେଜନାମୂଳକ ଭାଷଣରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିଲା। ଆଉ ତାଙ୍କ ମଦ୍ରାସାରେ ବି ପିଲାଙ୍କୁ ଜିହାଦ ସମ୍ପର୍କରେ ଟ୍ରେନିଂ ଦେବା ପାଇଁ ରେହମାନ ନିର୍ଦ୍ଦେଶ ଦେଇଥିଲା। ଏଭଳି ତଥ୍ୟ ହାସଲ କରିଛି ପୋଲିସ। ରେହମାନର ଟାଙ୍ଗି ମଦ୍ରାସାର ୩ ଶିକ୍ଷକଙ୍କୁ ବି ଜେରା କରିଛି କମିଶନରେଟ୍ ପୋଲିସ। ଏବେ କମିଶନରେଟ୍ ପୋଲିସର ଟିମ୍ ଝାଡଖଣ୍ଡ ଓ ଦିଲ୍ଲୀରେ ତଦନ୍ତ ଚଳାଇଛି।

ନବରଙ୍ଗପୁର ପାପଡ଼ାହାଣ୍ଡିରେ ବିନା ଅନୁମତିରେ ଚାଲିଥିବା ଏକ ମଦ୍ରାସା ଏବେ ପୋଲିସ୍ ନଜରରେ। ନବରଙ୍ଗପୁର ପୋଲିସର ଏକ ଟିମ୍ ମଦ୍ରାସାକୁ ଯାଇ ଯାଞ୍ଚ ଆରମ୍ଭ କରିଛି। ଏହି ମଦ୍ରାସାରେ ୮ ଜଣ ଉତ୍ତରପ୍ରଦେଶର ଓ ୧୧ଜଣ ଓଡ଼ିଶାର ଛାତ୍ର ପଢୁଛନ୍ତି। ଏମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଉତ୍ତର ପ୍ରଦେଶର ଜଣେ ମୌଲାନା। ତେବେ ଏହି ମଦ୍ରାସା କିଏ କରିଛି, ରେହମାନର ଏ ମଦ୍ରାସା ସହିତି କିଛି ସମ୍ପର୍କ ରହିଛି କି, ରେହମାନ୍ କେବେ ଏଠାକୁ ଆସିଛି କି, ପିଲାଙ୍କୁ ଏଠାରେ କି ଶିକ୍ଷା ଦିଆଯାଉଛି, ଏସବୁକୁ ନେଇ ପୋଲିସ ଆରମ୍ଭ କରିଛି ତନାଘନା।

ମଦ୍ରାସା ପରିଚାଳନା କମିଟି ସଭ୍ୟ ସତ୍ତାର ଖାନ କହିଛନ୍ତି, ମଦ୍ରାସାରେ ଏପରି ଚାଲିଥିବା ଶୁଣି ବହୁତ ଦୁଃଖ ଲାଗୁଛି। ଛୋଟ ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ଏହି ମଦ୍ରାସା ଖୋଲାଯାଇଛି। ଏଠାରେ କାହାରିଙ୍କୁ ଆତଙ୍କୀ ହେବା ଲାଗି ଶିକ୍ଷା ଦିଆଯାଉ ନ ଥିଲା। ରେହମାନର ଏହି ମଦ୍ରାସା ସହ କିଛି ବି ସମ୍ପର୍କ ନାହିଁ। ପାପଡାହାଣ୍ଡି ଓ ନବରଙ୍ଗପୁରବାସୀଙ୍କୁ ନେଇ ଏହି ମଦ୍ରାସା ଚାଲିଛି। ଏହାକୁ ପଞ୍ଜିକୃତ କରିବାକୁ ଉଦ୍ୟମ କରାଯାଉଛି।

ନବରଙ୍ଗପୁର ଏସପି ଯୁଗଳ କିଶୋର କୁମାର କହିଛନ୍ତି, ବିନା ପଞ୍ଜିକରଣରେ ମଦ୍ରାସାଟି ଚାଲିଛି। ଉତ୍ତର ପ୍ରଦେଶର ୮ଜଣ ପିଲା ତାଙ୍କ ସମ୍ପର୍କୀୟ ବୋଲି ମୌଲାନା କହିଛନ୍ତି। ଏହାର ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story