ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର, ୭୩ ଗ୍ରାମରୋଜଗାର ସେବକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର:ନିଯୁକ୍ତି ଅଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ(ଗ୍ରାମ୍ୟ ଉନ୍ନୟନ ବିଭାଗ) ପକ୍ଷରୁ ୭୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରାମ ରୋଜଗାର ସେବକ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ଚାକିରି ଚୁକ୍ତିଭିତ୍ତିକ ବୋଲି ଉଲ୍ଲେଖ ରହିଛି। ଆରବେଦନର ଶେଷ ତାରିଖ ୨୦୧୮ ଜାନୁୟାରୀ ୧୮କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ବୟସ ସୀମା ୨୦୧୭ ଡିସେମ୍ବର ୧ ସୁଦ୍ଧା ୧୮ରୁ ୪୦ ବର୍ଷ ଭିତରେ ଥିବା […]

PGI MD MS Entrance Exam in city

PGI MD MS Entrance Exam in city

Rakesh Mallick
  • Published: Tuesday, 26 December 2017
  • Updated: 26 December 2017, 07:16 PM IST

Sports

Latest News

ଭୁବନେଶ୍ୱର:ନିଯୁକ୍ତି ଅଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରଡିଏ(ଗ୍ରାମ୍ୟ ଉନ୍ନୟନ ବିଭାଗ) ପକ୍ଷରୁ ୭୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରାମ ରୋଜଗାର ସେବକ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ଚାକିରି ଚୁକ୍ତିଭିତ୍ତିକ ବୋଲି ଉଲ୍ଲେଖ ରହିଛି। ଆରବେଦନର ଶେଷ ତାରିଖ ୨୦୧୮ ଜାନୁୟାରୀ ୧୮କୁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ବୟସ ସୀମା ୨୦୧୭ ଡିସେମ୍ବର ୧ ସୁଦ୍ଧା ୧୮ରୁ ୪୦ ବର୍ଷ ଭିତରେ ଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରହିଛି। ତେବେ ମାର୍କଭିତ୍ତିରେ ଏହାର ଚୟନପ୍ରକ୍ରିୟା କରାଯିବ। ଏଥିପାଇଁ କେବଳ ଅଫ୍‌ଲାଇନରେ ଆବେଦନ କରିହେବ। ମାସିକ ଦରମା ୫୦୦୦ ଟଙ୍କା ରହିଛି।

ଅଧିକ ଯୋଗାଯୋଗ ପାଇଁ ନିମ୍ନଲିଖିତ ଲିଙ୍କରେ କ୍ଲିକରେ ଦେଖନ୍ତୁ

https://www.jobhole.com/wp-content/uploads/2017/12/Notification-DRDA-Odisha-Gram-Rozgar-Sevak-Posts.pdf

ଯାଜପୁର ଜିଲ୍ଲାରେ କେଉଁ ବ୍ଲକ ପାଇଁ କେତେ ପଦବୀ ଉପଲବ୍ଧ ତାହା ନିମ୍ନରେ ଉଲ୍ଲେଖ ରହିଛି

  1. Barchana: 9
  2. Bari: 8
  3. Binjharpur: 9
  4. Danagadi: 7
  5. Dasarathapur: 8
  6. Dharmasala: 15
  7. Jajpur: 7
  8. Korei: 8
  9. Rasulpur: 2

କେମିତି କରିବେ ଆବେଦନ

Application to be submitted with a sealed cover superscribed Application for the post of Multipurpose Assistant ( Gram Rojgar Sahayak) for ……………….G.P. of ……………….. Block. Application duly filled in all respect should reach the “Project Director, District Rural Development Agency, Jajpur” through registered post / Speed post on or before 20/01/2018 by 05:00 pm IST.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story