ଦୁର୍ନୀତି କରିବା ନାହିଁ, ଶପଥ ନେଲେ ପୋଲିସ: କିନ୍ତୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତନ୍ତ୍ର ରାଷ୍ଟ୍ରରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସମାଜରେ ଆଇନ୍‌ଶୃଙ୍ଖଳା ବଜାଇ ରଖିଥାଏ। ବିନା ଛୁଟିରେ ପୋଲିସ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କରୁଥିବାରୁ ଆମେ ନିଜକୁ ଘରେ ସୁରକ୍ଷିତ ମଣିଥାଉ। ଏହା ସତ୍ତ୍ୱେ ଅନେକ ସମୟରେ ପୋଲିସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥାଏ। ପ୍ରକୃତରେ ସବୁ ପୋଲିସ ଅଧିକାରୀ ବିରୋଧରେ ଏପରିକି ଅଭିଯୋଗ ଆସୁନଥିଲେ ବି କିଛି କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦାନାମୀ ମୁଣ୍ଡାଇଥାଏ। ଅଳ୍ପ ହେଉ […]

vigilance-week-

vigilance-week-

Rakesh Mallick
  • Published: Monday, 30 October 2017
  • Updated: 30 October 2017, 10:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣତନ୍ତ୍ର ରାଷ୍ଟ୍ରରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସମାଜରେ ଆଇନ୍‌ଶୃଙ୍ଖଳା ବଜାଇ ରଖିଥାଏ। ବିନା ଛୁଟିରେ ପୋଲିସ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କରୁଥିବାରୁ ଆମେ ନିଜକୁ ଘରେ ସୁରକ୍ଷିତ ମଣିଥାଉ। ଏହା ସତ୍ତ୍ୱେ ଅନେକ ସମୟରେ ପୋଲିସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥାଏ। ପ୍ରକୃତରେ ସବୁ ପୋଲିସ ଅଧିକାରୀ ବିରୋଧରେ ଏପରିକି ଅଭିଯୋଗ ଆସୁନଥିଲେ ବି କିଛି କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦାନାମୀ ମୁଣ୍ଡାଇଥାଏ। ଅଳ୍ପ ହେଉ କି ବହୁତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହାକୁ ସ୍ୱୀକାର କରନ୍ତି। ତେବେ ପୋଲିସ ବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଜି ପୋଲିସ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଛି।

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଆଜି ଏକ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସମସ୍ତ କାର୍ଯ୍ୟରେ ସାଧୁତା, ସ୍ୱଚ୍ଛତା ବଜାୟ ରଖିବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ମୂଳତ୍ପାଟନ ପାଇଁ ଶପଥ ପାଠ କରାଇଛନ୍ତି।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ବିନ୍ୟାନନ୍ଦ ଝା, ପ୍ରଣବିନ୍ଦୁ ଆଚାର୍ଯ୍ୟ, ଆଇଜି ସଞ୍ଜୟ ସିଂହ, ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story