ସମ୍ ଅଗ୍ନିକାଣ୍ଡ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ସମ୍ ହସ୍ପପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ପ୍ରଦ୍ୟୁମ୍ନ କୁମାର ନନ୍ଦ। ତାଙ୍କ ଘର କେନ୍ଦୁଝରରେ। ସମ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିବା ପରେ ପ୍ରଦ୍ୟୁମ୍ନକୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ସମ୍ ହସ୍‌ପିଟାଲ୍‌ ମାଲିକ ମନୋଜ ନାୟକ ଗିରଫ ହୋଇଥିଲେ। ପରେ ଜାମିନ ପାଇ ଜେଲରୁ ବାହାରି […]

sum

sum

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 09:22 AM IST

ଭୁବନେଶ୍ୱର: ସମ୍ ହସ୍ପପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ପ୍ରଦ୍ୟୁମ୍ନ କୁମାର ନନ୍ଦ। ତାଙ୍କ ଘର କେନ୍ଦୁଝରରେ।

ସମ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିବା ପରେ ପ୍ରଦ୍ୟୁମ୍ନକୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଅଗ୍ନିକାଣ୍ଡ ଘଟଣାରେ ସମ୍ ହସ୍‌ପିଟାଲ୍‌ ମାଲିକ ମନୋଜ ନାୟକ ଗିରଫ ହୋଇଥିଲେ। ପରେ ଜାମିନ ପାଇ ଜେଲରୁ ବାହାରି ଥିଲେ। ତାଙ୍କ ପତ୍ନୀ ଓ ସ୍ତ୍ରୀଙ୍କୁ କମିଶନରେଟ୍ ପୋଲିସ୍ ସମନ୍ ଜାରି କରିଥିଲା।  ସେମାନେ ୭ ଦିନ ମଧ୍ୟରେ ପୋଲିସ୍ ନିକଟରେ ହାଜର ହୋଇନଥିଲେ ଏବଂ ଏହି ଅବଧି ପୂରି ଯିବା ପରେ ହାଜର ହେବାକୁ ସେମାନେ ଆଉ ୧୫ ଦିନ ସମୟ ମାଗିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନେ ଥାନାରେ ହାଜର ହେବାକୁ ଅଧିକ ସମୟ ମାଗିଥିବା ପୋଲିସ୍‌କୁ ଲିଖିତ ଭାବେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story