ନନ୍ଦନକାନନରେ ଏକମାତ୍ର ଜେବ୍ରାର ମୃତ୍ୟୁ

ଭୁବନେଶ୍ଵର: ନନ୍ଦନକାନନରେ ଏକମାତ୍ର ପୁରୁଷ ଜେବ୍ରାର ମୃତ୍ୟୁ ହୋଇଛି। ଏହା ସହିତ ଏଠାରେ ଜେବ୍ରା ବଂଶ ଲୋପ ପାଇଛି। ଗତକାଲି ରାତିରେ ହୋଇଥିବା ବଜ୍ରପାତ ଯୋଗୁଁ ଜେବ୍ରାଟିର ମତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ଦିନସାରା ଏନକ୍ଲୋଜରରେ ଜେବ୍ରାଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ତେଣୁ କେଉଁ କାରଣରୁ ଜେବ୍ରାଟିର ମୃତ୍ୟୁ ହୋଇଛି ତାହା ଶବ ବ୍ୟବଛେଦ ପରେ ଜଣାପଡ଼ିବ । ୨୦୧୫ ମସିହାରେ ବିଦେଶରୁ ୪ଟି ଜେବ୍ରା ଅଣାଯାଇଥିଲା […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 06:28 AM IST

Sports

Latest News

ଭୁବନେଶ୍ଵର: ନନ୍ଦନକାନନରେ ଏକମାତ୍ର ପୁରୁଷ ଜେବ୍ରାର ମୃତ୍ୟୁ ହୋଇଛି। ଏହା ସହିତ ଏଠାରେ ଜେବ୍ରା ବଂଶ ଲୋପ ପାଇଛି। ଗତକାଲି ରାତିରେ ହୋଇଥିବା ବଜ୍ରପାତ ଯୋଗୁଁ ଜେବ୍ରାଟିର ମତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଗତକାଲି ଦିନସାରା ଏନକ୍ଲୋଜରରେ ଜେବ୍ରାଟି ସମ୍ପୂର୍ଣ୍ଣ ସୁସ୍ଥ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ତେଣୁ କେଉଁ କାରଣରୁ ଜେବ୍ରାଟିର ମୃତ୍ୟୁ ହୋଇଛି ତାହା ଶବ ବ୍ୟବଛେଦ ପରେ ଜଣାପଡ଼ିବ ।

୨୦୧୫ ମସିହାରେ ବିଦେଶରୁ ୪ଟି ଜେବ୍ରା ଅଣାଯାଇଥିଲା । ଏବେ କିନ୍ତୁ ଆଉ ଏଠାରେ ପ୍ରଦର୍ଶନ ପାଇଁ ଗୋଟିଏ ବି ଜେବ୍ରା ନାହାନ୍ତି । ଅଦଳବଦଳ ପରମ୍ପରା ଅନୁଯାୟୀ ଆଗାମୀ ଦିନରେ ଅନ୍ୟ ପ୍ରାଣୀ ଉଦ୍ୟାନରୁ ଏଠାକୁ ଜେବ୍ରା ଅଣାଯିବାକୁ ଉଦ୍ୟମ କରାଯିବ ବୋଲି ନନ୍ଦନକାନନ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story