ଭୁବନେଶ୍ୱର: କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା ହୋଇଛି। ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ପରିସରରେ ଥିବା ଫୁଲକୁଣ୍ଡ ଗୁଡ଼ିକୁ ଭଙ୍ଗାରୁଜା କରାଯାଇଛି। ଦିନକ ତଳେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। କେହି ଜଣେ କଂଗ୍ରେସ ଭବନର କିଛି ଝରକାର କାଚ ସହିତ ସିସିଟିଭି ଭାଙ୍ଗି ଦେଇଥିଲା। ଆଜି ପୁଣି କଂଗ୍ରେସ ଭବନରେ ଭଙ୍ଗାରୁଜା  ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ କିଏ ଏବଂ କାହିଁକି ଏଭଳି ଭଙ୍ଗାରୁଜା କରିଛି, ତାହା ଜଣାପଡ଼ିନାହିଁ। ଏ […]

Congress-Bhawan-5

Congress-Bhawan-5

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 08:44 PM IST

ଭୁବନେଶ୍ୱର: ଭୁବନେଶ୍ୱର କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା ହୋଇଛି। ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ପରିସରରେ ଥିବା ଫୁଲକୁଣ୍ଡ ଗୁଡ଼ିକୁ ଭଙ୍ଗାରୁଜା କରାଯାଇଛି।

ଦିନକ ତଳେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। କେହି ଜଣେ କଂଗ୍ରେସ ଭବନର କିଛି ଝରକାର କାଚ ସହିତ ସିସିଟିଭି ଭାଙ୍ଗି ଦେଇଥିଲା। ଆଜି ପୁଣି କଂଗ୍ରେସ ଭବନରେ ଭଙ୍ଗାରୁଜା  ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ କିଏ ଏବଂ କାହିଁକି ଏଭଳି ଭଙ୍ଗାରୁଜା କରିଛି, ତାହା ଜଣାପଡ଼ିନାହିଁ।

ଏ ସମ୍ପର୍କରେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି,“ଛାତ୍ର କଂଗ୍ରେସର କୌଣସି ବ୍ୟକ୍ତି କଂଗ୍ରେସ ଭବନରେ ଭଙ୍ଗାରୁଜା କରିନାହାନ୍ତି। ଏହା ଆମ ବିରୋଧରେ ଷଡଯନ୍ତ୍ର। ଏହା ବିରୋଧରେ ଆମେ ଥାନାରେ ଏତଲା ଦେବୁ।”

ନିଲମ୍ୱିତ ଛାତ୍ର ନେତା କିରଣ କୁମାର ସାହୁ କହିଛନ୍ତି,“କ୍ଷୋଭ ପ୍ରକାଶ କରିବାକୁ ଯାଇଥିଲୁ ତା’ମାନେ ନୁହେଁ କଂଗ୍ରେସ ଭବନରେ କିଏ ଭାଙ୍ଗିବ ଆମେ ତାକୁ ପ୍ରଶ୍ରୟ ଦେବୁ। ଏହାକୁ ଆମେ ନିନ୍ଦା କରୁଛୁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story