ଦୁଇ ଦିନ ବନ୍ଦ ପରେ ଖୋଲିଲା ଏଟିଏମ୍‌ କାଉଣ୍ଟର

ଭୁବନେଶ୍ୱର: ଦୁଇ ଦିନ ବନ୍ଦ ରହିବା ପରେ ଆଜି ଏଟିଏମ୍ କାଉଣ୍ଟର ଗୁଡିକ ଖୋଲିଛି। ଏଟିଏମ୍‌ ଖୋଲିବା ପରେ ଟଙ୍କା ଉଠାଇବାକୁ କାଉଣ୍ଟର ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ତେବେ କିଛି ଏଟିଏମ୍‌ ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଦିନ ବନ୍ଦ ପରେ ଏଟିଏମ୍‌ ଖୋଲିଥିଲେ ମଧ୍ୟ କିଛି ସ୍ଥାନରେ ମେସିନରେ ଟଙ୍କା ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ବ୍ୟାଙ୍କର ଏଏଟିଏମ୍‌ ଆଦୌ ଖୋଲି ନ ଥିଲା। […]

hdfc

hdfc

Rakesh Mallick
  • Published: Friday, 11 November 2016
  • Updated: 11 November 2016, 07:13 PM IST

Sports

Latest News

bankଭୁବନେଶ୍ୱର: ଦୁଇ ଦିନ ବନ୍ଦ ରହିବା ପରେ ଆଜି ଏଟିଏମ୍ କାଉଣ୍ଟର ଗୁଡିକ ଖୋଲିଛି। ଏଟିଏମ୍‌ ଖୋଲିବା ପରେ ଟଙ୍କା ଉଠାଇବାକୁ କାଉଣ୍ଟର ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।

ତେବେ କିଛି ଏଟିଏମ୍‌ ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଦିନ ବନ୍ଦ ପରେ ଏଟିଏମ୍‌ ଖୋଲିଥିଲେ ମଧ୍ୟ କିଛି ସ୍ଥାନରେ ମେସିନରେ ଟଙ୍କା ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

କିଛି ବ୍ୟାଙ୍କର ଏଏଟିଏମ୍‌ ଆଦୌ ଖୋଲି ନ ଥିଲା। କିଛି ଏଟିଏମ୍ ଡେରିରେ ଖୋଲିଥିଲା।

ନିୟମ ଅନୁଯାୟୀ କିଛିଦିନ ପର୍ଯ୍ୟନ୍ତ ଦିନକୁ ୨ହଜାର ଟଙ୍କା ଉଠାଯାଇ ପାରିବ। ଗତକାଲି ବ୍ୟାଙ୍କ ଖୋଲିବା ସହ ନୂଆ ନୋଟ୍ ଯୋଗାଣ ଆରମ୍ଭ ହୋଇଛି। ପୁରୁଣା ନୋଟ୍ ଜମା, ବଦଳ ଓ ଟଙ୍କା ଉଠାଣ ଲାଗି ବ୍ୟାଙ୍କ ଗୁଡ଼ିକରେ ପୃଥକ କାଉଣ୍ଟର ଖୋଲାଯାଇଛି। ଡିସେମ୍ବର ୩୦ ତାରିଖ ଯାଏଁ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ଆକାଉଣ୍ଟରେ ବିନା କୌଣସି ଲିମିଟ୍‌ରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜମା କରିହେବ। ତେବେ ଟଙ୍କା ଉଠାଇବା କ୍ଷେତ୍ରରେ ଦିନକୁ ୧୦ ହଜାର ଓ ସପ୍ତାହକୁ ୨୦ହଜାର ଟଙ୍କା ସୀମା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story