ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଅସ୍ଥାୟୀ କାଉଣ୍ଟର ଖୋଲିବାକୁ ଦାବି

ଭୁବନେଶ୍ୱର: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ପରେ ଓଡ଼ିଶାର ଗ୍ରାମାଞ୍ଚଳର ଲୋକେ ବହୁ ହଇରାଣ ହେଉଛନ୍ତି। ଓଡ଼ିଶାରେ ୪,୪୦୦ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ। ସେହି ଅଞ୍ଚଳରେ ବାସ କରୁଥିବା ଲୋକେ ଟଙ୍କା ପାଇଁ ନାନା ଅସୁବିଧାରେ ପଡୁଛନ୍ତି। ଏହି ପଞ୍ଚାୟତ ଗୁଡିକରେ ଯଥାଶୀଘ୍ର ମୋବାଇଲ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବା ସହିତ ଅସ୍ଥାୟୀ କାଉଣ୍ଟର ଖୋଲିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ […]

naveen

naveen

Rakesh Mallick
  • Published: Monday, 14 November 2016
  • Updated: 14 November 2016, 07:59 PM IST

Sports

Latest News

ଭୁବନେଶ୍ୱର: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହେବା ପରେ ଓଡ଼ିଶାର ଗ୍ରାମାଞ୍ଚଳର ଲୋକେ ବହୁ ହଇରାଣ ହେଉଛନ୍ତି। ଓଡ଼ିଶାରେ ୪,୪୦୦ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ। ସେହି ଅଞ୍ଚଳରେ ବାସ କରୁଥିବା ଲୋକେ ଟଙ୍କା ପାଇଁ ନାନା ଅସୁବିଧାରେ ପଡୁଛନ୍ତି। ଏହି ପଞ୍ଚାୟତ ଗୁଡିକରେ ଯଥାଶୀଘ୍ର ମୋବାଇଲ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇବା ସହିତ ଅସ୍ଥାୟୀ କାଉଣ୍ଟର ଖୋଲିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ସେ କହିଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ଆର୍‌ବିଆଇ ଓ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଚିଠିରେ ଅନୁରୋଧ କରିଛନ୍ତି।

ବିଶେଷକରି ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଅର୍ଥ ଓ ବୃତ୍ତି ଟଙ୍କା ମିଳିବାରେ ନାନା ଅସୁବିଧା ହେଉଛି। ନିର୍ବିଘ୍ନରେ ଏହି ସେବା ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

 ଅନ୍ୟପକ୍ଷରେ ଆସନ୍ତାକାଲି ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆରବିଆଇ ଓ ଏସ୍‌ବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସୂଚନା ଦେଇଛନ୍ତି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ। ରାଜ୍ୟର ସମସ୍ତ ପଞ୍ଚାୟତରେ ଭତ୍ତା ବଣ୍ଟନ ନେଇ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୩୫ ଲକ୍ଷ ହିତାଧିକାରୀଙ୍କ ପାଇଁ ୧୪୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଜିଲ୍ଲାସ୍ତରରେ ଭତ୍ତା ବଣ୍ଟନ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story