ଅପରେସନ୍ ମୁସ୍କାନ୍: ଖଣ୍ଡଗିରିରୁ ୬ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଖୋଜିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅପରେସନ ମୁସ୍କାନ୍-୩।  ପ୍ରଥମ ଦିନରେ ଖଣ୍ଡଗିରିରୁ ୬ ଜଣ ଶିଶୁ ଶ୍ରମିକକୁ  ପୋଲିସ ଉଦ୍ଧାର କରିଛି। ଏଥିପାଇଁ ୮ଟି ଟିମ୍  ନିୟୋଜିତ ହୋଇଛନ୍ତି। ଏହି ଟିମ୍ ରାଜ୍ୟ ଭିତରେ ଓ ବାହାରେ ହଜିଯାଇଥିବା ପିଲାଙ୍କୁ ଖୋଜିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ଏହି ଅଭିଯାନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।  ଏଥିରେ କ୍ରାଇମବ୍ରାଞ୍ଚ ଏବଂ ବେସରକାରୀ ସଂଗଠନ ମାନଙ୍କର ମିଳିତ ଉଦ୍ୟମରେ ହଜି ଯାଇଥିବା ପିଲାମାନଙ୍କୁ […]

muskan

muskan

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 03:06 PM IST

Sports

Latest News

ଭୁବନେଶ୍ୱର: ନିଖୋଜ ଶିଶୁମାନଙ୍କୁ ଖୋଜିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅପରେସନ ମୁସ୍କାନ୍-୩।  ପ୍ରଥମ ଦିନରେ ଖଣ୍ଡଗିରିରୁ ୬ ଜଣ ଶିଶୁ ଶ୍ରମିକକୁ  ପୋଲିସ ଉଦ୍ଧାର କରିଛି। ଏଥିପାଇଁ ୮ଟି ଟିମ୍  ନିୟୋଜିତ ହୋଇଛନ୍ତି। ଏହି ଟିମ୍ ରାଜ୍ୟ ଭିତରେ ଓ ବାହାରେ ହଜିଯାଇଥିବା ପିଲାଙ୍କୁ ଖୋଜିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ଏହି ଅଭିଯାନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।  ଏଥିରେ କ୍ରାଇମବ୍ରାଞ୍ଚ ଏବଂ ବେସରକାରୀ ସଂଗଠନ ମାନଙ୍କର ମିଳିତ ଉଦ୍ୟମରେ ହଜି ଯାଇଥିବା ପିଲାମାନଙ୍କୁ ଖୋଜାଯିବ।

ସେହିପରି ଜୁଲାଇ ୩୦ରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଏହି ଟିମ୍‌ ରାଜ୍ୟ ବାହାରକୁ ଯାଇ ନିଖୋଜ ଶିଶୁଙ୍କୁ ଠାବ କରିବ। ଏଥିପାଇଁ ଘରୋଇ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଗୁଡ଼ିକର ସହାୟତା ନିଆଯିବ। ଅପରେସନ୍ ମୁସ୍କାନରେ ୨୦୧୫ ମସିହାରେ ମୋଟ ୯୮୧ ଜଣ ପିଲାଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ମଧ୍ୟରୁ ୮୩ ଜଣ ପିଲା ରାଜ୍ୟ ବାହାରୁ ମିଳିଥିଲେ। ସେହିପରି ୨୦୧୬ ମସିହାରେ ରାଜ୍ୟ ବାହାରୁ ୧୯୩ ଜଣ ଶିଶୁଙ୍କ ସମେତ ମୋଟ ୨୬୧୦ ଜଣ ଉଦ୍ଧାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story