ମୁଖ କ୍ୟାନସରରେ ସାରା ବିଶ୍ୱରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ମୁଖ କ୍ୟାନସରରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ। କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଏଠାରେ ଅଧିକ ସଂଖ୍ୟକ ଲୋକ ମୁଖ କ୍ୟାନସରରେ ପୀଡ଼ିତ ବୋଲି କହିଛନ୍ତି ଇନ୍‌-ଡିଏନ୍‌ଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଡାକ୍ତର ବୀରେନ୍ ବାନାର୍ଜୀ। ଓଟିଭିର ବାର୍ଷିକ ଆଲୋଚନାଚକ୍ର ଫୋର୍‌ସାଇଟ୍ ୨୦୧୭ରେ ‘ଭାରତରେ କ୍ୟାନସରର ସ୍ଥିତି’ ଶୀର୍ଷକ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି। ଡକ୍ଟର ବାନାର୍ଜୀ କହିଥିଲେ,“ଗବେଷଣାରୁ ଜଣାପଡ଼ିଛି ତମାଖୁ ସେବନ ଦ୍ୱାରା ଅଧିକ ମାତ୍ରାରେ […]

banarjee

banarjee

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 02:27 PM IST

Sports

Latest News

ଭୁବନେଶ୍ୱର: ମୁଖ କ୍ୟାନସରରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ। କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଏଠାରେ ଅଧିକ ସଂଖ୍ୟକ ଲୋକ ମୁଖ କ୍ୟାନସରରେ ପୀଡ଼ିତ ବୋଲି କହିଛନ୍ତି ଇନ୍‌-ଡିଏନ୍‌ଏ ଲାଇଫ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଡାକ୍ତର ବୀରେନ୍ ବାନାର୍ଜୀ। ଓଟିଭିର ବାର୍ଷିକ ଆଲୋଚନାଚକ୍ର ଫୋର୍‌ସାଇଟ୍ ୨୦୧୭ରେ ‘ଭାରତରେ କ୍ୟାନସରର ସ୍ଥିତି’ ଶୀର୍ଷକ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି।

ଡକ୍ଟର ବାନାର୍ଜୀ କହିଥିଲେ,“ଗବେଷଣାରୁ ଜଣାପଡ଼ିଛି ତମାଖୁ ସେବନ ଦ୍ୱାରା ଅଧିକ ମାତ୍ରାରେ ମୁଖ କ୍ୟାନସର ହୋଇଥାଏ। ନୂଆ ମୁଖ କ୍ୟାନସର ପୀଡ଼ିତଙ୍କ ପରିସଂଖ୍ୟାନରୁ ଜଣାପଡ଼ିଛି ସାରା ବିଶ୍ୱରେ ଓଡ଼ିଶାରେ ଏଭଳି ରୋଗୀଙ୍କ ସଂଖ୍ୟା ସର୍ବାଧିକ।”

ସେ କହିଥିଲେ,“ଓଡ଼ିଶାର ଗ୍ରାମାଞ୍ଚଳଗୁଡ଼ିକରେ ମୁଁ ଦେଖିଛି ଶିକ୍ଷକମାନେ ତମାଖୁ ଚୋବାଇ ଚୋବାଇ ଶ୍ରେଣୀରେ ପିଲାଙ୍କ ପାଠ ପଢ଼ାନ୍ତି। ଏହା ଏକ ଖରାପ ଅଭ୍ୟାସ। ଏହାର ଖରାପ ପ୍ରଭାବ ପିଲାଙ୍କ ଉପରେ ପଡ଼େ। ସେମାନେ ବି ଅଳ୍ପ ବୟସରୁ ଏହାକୁ ଅଭ୍ୟାସରେ ପରିଣତ କରି ନେବାକୁ ଇଚ୍ଛା ପ୍ରକାଶ କରନ୍ତି। ୧୫-୨୦ ବର୍ଷ ତମାଖୁ ସେବନ କଲା ପରେ ସେମାନେ ମୁଖ କ୍ୟାନସରରେ ପୀଡ଼ିତ ହୁଅନ୍ତି।”

ଡକ୍ଟର ବାନାର୍ଜୀ କହିଥିଲେ,“ମୁଖ କ୍ୟାନସର ଭଲ ହୋଇପାରିବ। ମୁଖ କ୍ୟାନସର ଲକ୍ଷଣ ଜଣେ ଜାଣିପାରିବ। ଲକ୍ଷଣ ଦେଖାଯିବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ଠିକ୍ ସମୟରେ ରୋଗ ଚିହ୍ନଟ ହୋଇପାରିଲେ ଏହାକୁ ଭଲ କରାଯାଇପାରିବ।”

ସେ କହିଥିଲେ,“ଆଗାମୀ ବର୍ଷ ଗୁଡ଼ିକରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେବେ କ୍ୟାନସର ଯୋଗୁଁ ମୃତ୍ୟୁ ଘଟି ନ ପାରେ। ଠିକ୍ ସମୟରେ ଏହାକୁ ଚିହ୍ନ କରାଯାଇପାରିଲେ ଓ ଠିକଣା ଚିକିତ୍ସା କରାଗଲେ କ୍ୟାନସର ରୋଗୀ ଭଲ ହୋଇଯିବେ। ଏଥିପାଇଁ ସଚେତନତା ଲୋଡ଼ା।”

ଜୀବନଚର୍ଯ୍ୟାରେ ପରିବର୍ତ୍ତନ କ୍ୟାନସରର ଅନ୍ୟତମ ମୁଖ୍ୟ କାରଣ। ଏହା ଛଡ଼ା ପନିପରିବା ଯୁକ୍ତ ଖାଦ୍ୟ ନ ଖାଇବା, ମଦ, ତମାଖୁ ଆଦିର ସେବନ ଯୋଗୁଁ ମଧ୍ୟ କ୍ୟାନସର ହୋଇଥାଏ ବୋଲି ଡକ୍ଟର ବାନାର୍ଜୀ କହିଥିଲେ।

ଏହି ଆଲୋଚନାଚକ୍ରକୁ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story