ଓଡ଼ିଶା ହାଇକୋର୍ଟର ମ୍ୟୁଜିୟମ ଲୋକାର୍ପିତ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ସଂଗ୍ରାହାଳୟ ଆଜି ଲୋକାର୍ପିତ ହୋଇଯାଇଛି। ବାରବାଟୀ କିଲ୍ଲା ଭିତରେ ପୂର୍ବରୁ ଥିବା ମୁଖ୍ୟ ବିଚାରପତିଙ୍କ ସରକାରୀ ବାସଭବନକୁ ମ୍ୟୁଜିୟମରେ ପରିଣତ କରାଯାଇଛି। ଏଥିରେ ରାଜ୍ୟର ବହୁ ପୁରାତନ ଓ ବରିଷ୍ଠ ଆଇନ୍‌ଜୀବୀ, ବିଚାରପତିଙ୍କ ସମେତ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରଥମ ଆବେଦନ ମଧ୍ୟ ସ୍ଥାନ ପାଇଛି। ଏହି ମ୍ୟୁଜିୟମକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଉଦ୍‌ଘାଟନ କରିଛନ୍ତି। ୧୯୦୪ ମସିହାରେ ନିର୍ମିତ ଏହି କୋଠା ୨୦୧୨ […]

orissa-high-court-museum-inaugurated

orissa-high-court-museum-inaugurated

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 05:53 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ସଂଗ୍ରାହାଳୟ ଆଜି ଲୋକାର୍ପିତ ହୋଇଯାଇଛି। ବାରବାଟୀ କିଲ୍ଲା ଭିତରେ ପୂର୍ବରୁ ଥିବା ମୁଖ୍ୟ ବିଚାରପତିଙ୍କ ସରକାରୀ ବାସଭବନକୁ ମ୍ୟୁଜିୟମରେ ପରିଣତ କରାଯାଇଛି। ଏଥିରେ ରାଜ୍ୟର ବହୁ ପୁରାତନ ଓ ବରିଷ୍ଠ ଆଇନ୍‌ଜୀବୀ, ବିଚାରପତିଙ୍କ ସମେତ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରଥମ ଆବେଦନ ମଧ୍ୟ ସ୍ଥାନ ପାଇଛି। ଏହି ମ୍ୟୁଜିୟମକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଉଦ୍‌ଘାଟନ କରିଛନ୍ତି।

୧୯୦୪ ମସିହାରେ ନିର୍ମିତ ଏହି କୋଠା ୨୦୧୨ ମସିହା ଯାଏଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବାସଗୃହ ରୂପେ ପରିଚିତ ଥିଲା। ୨୦୧୨ ମସିହାରେ କ୍ୟାଣ୍ଟନମେଣ୍ଟ ରୋଡ଼ରେ ମୁଖ୍ୟ ବିଚାରପତିଙ୍କ କ୍ୱାର୍ଟର୍ସର ନିର୍ମାଣ ପରେ ଏହି କୋଠା ଖାଲି ରହିଥିଲା। ତେବେ ଏହି ମ୍ୟୁଜିୟମରେ ଅଦାଲତ ବା କୋର୍ଟରେ ବ୍ୟବହୃତ ଲଣ୍ଡନର ଚାବି, ଟାଇପ ରାଇଟର, ବିଚାରପତିଙ୍କ ଚୌକି ଭଳି ସାମଗ୍ରୀ ରହିଛି। ସାଧାରଣ ଲୋକେ ରାଜ୍ୟର ଆଇନ ଓ ଆଇନ ସମ୍ପର୍କିତ ପୁରାତନ ତଥ୍ୟ ଜାଣିବା ଏହି ମ୍ୟୁଜିୟମକୁ ଆସିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story