‘ଗ୍ରୀନ୍ ପ୍ୟାସେଜ୍‌’କୁ ଅନୁମୋଦନ: ଉଚ୍ଚଶିକ୍ଷା ପାଇଁ ଅନାଥ ପିଲାଙ୍କର ସବୁ ଫି’ ଛାଡ଼ ହେବ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଅନାଥ ପିଲାଙ୍କ ପାଇଁ  ନୂଆ ଯୋଜନା ‘ଗ୍ରୀନ୍ ପ୍ୟାସେଜ୍‌’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ନାମ ଲେଖା, ଟିଉସନ୍ ଫି’, ପରୀକ୍ଷା ଫି’ ଏପରିକି ହଷ୍ଟେଲରେ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ଅନାଥ ପିଲାଙ୍କୁ ଦେବାକୁ ପଡିବନି। ଅନାଥ ପିଲାଙ୍କ ପାଇଁ ଯୁକ୍ତ ଦୁଇଠାରୁ ଉପାଧ୍ୟୁତ୍ତର ଶିକ୍ଷା ପର୍ଯ୍ୟନ୍ତ ସବୁ ଫି’ ଛାଡ଼ ହେବ। […]

cmnaveen

cmnaveen

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 10:19 AM IST

Sports

Latest News

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ଅନାଥ ପିଲାଙ୍କ ପାଇଁ  ନୂଆ ଯୋଜନା ‘ଗ୍ରୀନ୍ ପ୍ୟାସେଜ୍‌’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ନାମ ଲେଖା, ଟିଉସନ୍ ଫି’, ପରୀକ୍ଷା ଫି’ ଏପରିକି ହଷ୍ଟେଲରେ ରହିବା ଓ ଖାଇବା ଖର୍ଚ୍ଚ ମଧ୍ୟ ଅନାଥ ପିଲାଙ୍କୁ ଦେବାକୁ ପଡିବନି। ଅନାଥ ପିଲାଙ୍କ ପାଇଁ ଯୁକ୍ତ ଦୁଇଠାରୁ ଉପାଧ୍ୟୁତ୍ତର ଶିକ୍ଷା ପର୍ଯ୍ୟନ୍ତ ସବୁ ଫି’ ଛାଡ଼ ହେବ। ଉଭୟ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ।

ରାଜ୍ୟରେ ୨୭୨ଟି ଅନୁଷ୍ଠାନରେ ୧୬ ହଜାର ୩୮୨ ଜଣ ଅନାଥ ପିଲା ପଢୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos