ଓସ୍କାର ଚିଟ୍‌ଫଣ୍ଡ ମାମଲା: ପ୍ରଭାସଙ୍କୁ ୫, ତାରାଙ୍କୁ ୩ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

କଟକ:  ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଭାସ ରାଉତଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ପ୍ରଭାସଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ୫ ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି। ପ୍ରଭାସଙ୍କ କମ୍ପାନୀର ଗୁଜରାଟ ଶାଖା ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି। କେବଳ ଓଡ଼ିଶା ଓ ଗୁଜରାଟ ନୁହେଁ ମହାରାଷ୍ଟ୍ରର ବହୁ […]

pravas

pravas

Rakesh Mallick
  • Published: Wednesday, 15 June 2016
  • Updated: 16 June 2016, 08:17 AM IST

Sports

Latest News

କଟକ:  ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଭାସ ରାଉତଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ପ୍ରଭାସଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ୫ ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି।

ପ୍ରଭାସଙ୍କ କମ୍ପାନୀର ଗୁଜରାଟ ଶାଖା ନିର୍ଦ୍ଦେଶକ ତାରା ପ୍ରସାଦ ହୋତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

କେବଳ ଓଡ଼ିଶା ଓ ଗୁଜରାଟ ନୁହେଁ ମହାରାଷ୍ଟ୍ରର ବହୁ ଜମାକାରୀ ମଧ୍ୟ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ଠକେଇର ଶୀକାର ହୋଇଛନ୍ତି। ଗତବର୍ଷ ମହାରାଷ୍ଟ୍ରର କିଛି ଜମାକାରୀ ଆସି ପ୍ରଭାସଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପ୍ରଭାସ ଗିରଫ ହେବା ପରେ ଏହି ଜମାକାରୀମାନେ ଓଡ଼ିଶା ଆସି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କ ଜରିଆରେ ବିଭିନ୍ନ ଫୋରମରେ ଅଭିଯୋଗ କରିଛନ୍ତି।

ତ୍ରିପାଠୀ କହିଛନ୍ତି, “ଏ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜମାକାରୀମାନେ ଆସିବା ପରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରାଯାଇଛି। ପ୍ରଭାସ ରାଉତ ଗିରଫ ହୋଇ ସାରିଛନ୍ତି। ଏବେ ଜମାକାରୀ କିପରି ସେମାନଙ୍କ ଟଙ୍କା ଫେରି ପାଇବେ ସରକାର ସେ ବ୍ୟବସ୍ଥା କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story