ସୁରଟରେ ଓସ୍କାରର ପ୍ରଚାର କରିଥିଲେ ଓଲିଉଡ୍ କଳାକାର

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ସଂସ୍ଥାର ଓଲିଉଡ୍ ଲିଙ୍କ୍ ନେଇ ଓଟିଭି  ଆଜି ମହାଖୁଲସା କରିଛି। ଓସ୍କାର ଚିଟଫଣ୍ଡ ସଂସ୍ଥା ପାଇଁ ଓଲିଉଡ୍ କଳାକାର କିଭଳି ପ୍ରଚାର କରିଥିଲେ ତା’ର  ପ୍ରମାଣ ଓଟିଭି ହାତରେ ଲାଗିଛି। ୨୦୦୯ରେ ଅକ୍ଟୋବରରେ ସୁରଟରେ ଓସ୍କାର ମ୍ୟାନେଜମେଣ୍ଟ ସର୍ଭିସେସର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ  ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ପପୁ ପମପମ୍‌, ଅଭିନେତ୍ରୀ ଜୀନା ଓ ଲିପି ଯୋଗ ଦେଇଥିଲେ। ଏହି ବ୍ୟାୟବହୁଳ ବାର୍ଷିକ ଉତ୍ସବରେ ଓଲିଉଡ୍ […]

oo

oo

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 07:58 PM IST

Sports

Latest News

bଭୁବନେଶ୍ୱର: ଓସ୍କାର ଚିଟଫଣ୍ଡ ସଂସ୍ଥାର ଓଲିଉଡ୍ ଲିଙ୍କ୍ ନେଇ ଓଟିଭି  ଆଜି ମହାଖୁଲସା କରିଛି। ଓସ୍କାର ଚିଟଫଣ୍ଡ ସଂସ୍ଥା ପାଇଁ ଓଲିଉଡ୍ କଳାକାର କିଭଳି ପ୍ରଚାର କରିଥିଲେ ତା’ର  ପ୍ରମାଣ ଓଟିଭି ହାତରେ ଲାଗିଛି।

୨୦୦୯ରେ ଅକ୍ଟୋବରରେ ସୁରଟରେ ଓସ୍କାର ମ୍ୟାନେଜମେଣ୍ଟ ସର୍ଭିସେସର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ  ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ପପୁ ପମପମ୍‌, ଅଭିନେତ୍ରୀ ଜୀନା ଓ ଲିପି ଯୋଗ ଦେଇଥିଲେ।

ଏହି ବ୍ୟାୟବହୁଳ ବାର୍ଷିକ ଉତ୍ସବରେ ଓଲିଉଡ୍ କଳାକାରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଅଯାଇଥିଲା। ବଡ଼ ହଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓସ୍କାର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ପ୍ରଭାସ ରାଉତ ମଧ୍ୟ  ଉତ୍ସବରେ ଉପସ୍ଥିତ ଥିବା ଶହଶହ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ଆନୁଆଲ କନଫରେନସ ଉତ୍ତମ ମହାନ୍ତି ଓସ୍କାର ଚେୟାରମ୍ୟାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।  କମ୍ପାନୀ  କେଉଁ କ୍ଷେତ୍ରରେ କାମ କରୁଛି ତାକୁ ମଧ୍ୟ ଉତ୍ତମ ମହାନ୍ତି  ବ୍ୟାଖ୍ୟା  କରିଥିଲେ। ଏହା ସହ କମ୍ପାନୀର  ଅଭିବୃଦ୍ଧି ପାଇଁ ସୁରଟବାସୀଙ୍କ ସହଯୋଗ କାମନା କରିଥିଲେ।

jina-and-lipiଏନେଇ ଅଭିନେତ୍ରୀ ଜିନା ତାଙ୍କ ପ୍ରତିକ୍ରିୟାରେ ଆଜି କହିଛନ୍ତି,“୨୦୧୬ରେ ଗଣମାଧ୍ୟମରେ ପ୍ରସାର ହେଉଛି କି ଯେ ଓକାର ଗୋଟିଏ ଚିଟ୍‌ଫଣ୍ଡ ସଂସ୍ଥା ଆଉ ସେଥିରେ ବହୁତ ଲୋକଙ୍କର ପୁଞ୍ଜି ଲାଗିଛି ବୋଲି ମୁଁ କେମିତି ଜାଣିପାରିବି। ମୁଁ କିଛିବି ନୁହେଁ। ମୁଁ ଏନେଇ ତଦନ୍ତରେ ସହଯୋଗ କରିବି। ଏଥିରେ ମୋର କିଛି ସମସ୍ୟା ନାହିଁ।”

ଅଭିନେତ୍ରୀ ଲିପି ମଧ୍ୟ ପ୍ରତିକ୍ରିୟା ଆଜି କହିଛନ୍ତି,“୨୦୦୯ରୁ ୨୦୧୬ ଏହା ଭିତରେ ୭ ବର୍ଷ ବିତି ଗଲାଣି। ଯଦି ଗଣମାଧ୍ୟମ ଏବିଷୟରେ ଜାଣିପାରିଲାନି ମୁଁ ପ୍ରଥମେ ଯାଉଁ ଯାଉଁ କେମିତି ଜାଣି ବି ଏହି ସଂସ୍ଥା ଏକ ଚିଟ୍‌ଫଣ୍ଡ ସଂସ୍ଥା ବୋଲି। ଆମେ ମାନେ କଳାକାର ଆମ ମାନଙ୍କର କାମ ପଇସା ନେଇକି କାର୍ଯ୍ୟକ୍ରମରେ ଯୋଗ ଦେବା।”

ଓଲିଉଡ୍‌ର ବିରଷ୍ଠ କଳାକାର ଉତ୍ତମ ମହାନ୍ତି ପୂର୍ବରୁ କହିଥିଲେ,“ ମଞ୍ଚରେ ଉପସ୍ଥିତ ଥିବା ମୋର ସାନ ଭାଇ ଇଞ୍ଜିନିୟର ପ୍ରଭାସ ଚନ୍ଦ୍ର ରାଉତ। ତୃତୀୟ ଥର ଭାବେ ଆପଣଙ୍କ ପାଇଁ ମୁଁ ଏଠାକୁ ଆସିଛି ଏବଂ ମୁଁ ବାରମ୍ବାର ମଧ୍ୟ ଆସିବି। ଓସ୍କାର (OSCAR) ୫ଟି ଅକ୍ଷର ବିଶିଷ୍ଟ ନାଁ। ଓସ୍କାର ବ୍ୟାଙ୍କ, ଓସ୍କାର ମିଡିଆ ଓ  ଫିଲ୍ମ ଅନ୍ୟତମ ଅଂଶ। ଓଡ଼ିଆଙ୍କୁ ପ୍ରଭାସ ଖୁବଶୀଘ୍ର ଏକ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ଯାହାର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଗଲାଣି। ସେଥିରେ ମୋ’ପୁଅ ବାବୁଶାନ୍‌ ନାୟକ ଭୂମିକାରେ ନଜର ଆସିବ। ଆପଣଙ୍କ ସାହାଯ୍ୟ ଓ ସହଯୋଗରେ ଓସ୍କାର ଆଜି କାୟା ବିସ୍ତାର କରିଚାଲିଛି। ଆପଣମାନଙ୍କର ଏହି ଶ୍ରଦ୍ଧା ଓ ଭଲ ପାଇବା ଏପରି ରହିଥାଉ।”

ହାସ୍ୟଭିନେତା ପପୁ ପମ୍‌ପମ୍‌ ପୂର୍ବରୁ କହିଥିଲେ,“ପୂର୍ବରୁ ଏଠାକୁ ଦୁଇଥର ଆସିଲିଣି। ମୁଁ ଆଉ ନୂଆ ହୋଇ ରହିନାହିଁ, ପୁରୁଣା ହୋଇଗଲିଣି। ତେବେ ବଢିଆ ଖବର ରହିଛି ଆପଣମାନଙ୍କ ପାଇଁ। ଏହି ଯେଉଁ ଓସ୍କାର ଗ୍ରୁପ ଅଫ୍‌ କମ୍ପାନିଜ୍‌ ଏବେ ତା’ର ନୂଆ ଚ୍ୟାନେଲ୍‌ ଖୋଲିଛି। ସେଇଟା ସିନେମା ତିଆରି ଚ୍ୟାନେଲ। ଏବେ ଗୋଟିଏ କାଚମାର୍କା ଫିଲ୍ମ ବି ତିଆରି କରୁଛି ଏହି ସଂସ୍ଥା। ଫିଲ୍ମର ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଗଲାଣି। ଫିଲ୍ମର ନାଁ ରଖାଯାଇଛି ‘ତୋ ଆଖିରେ ମୁଁ’। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଏହି ରାଉତ ବାବୁ। ଆପଣମାନଙ୍କ ଶ୍ରଦ୍ଧା ଓ ଭଲପାଇବା ନେଇକି ଏହି ଓସ୍କାର ଆଜି ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛି। ଏହି ସହଯୋଗ ଓ ଭଲ ପାଇବା ସବୁବେଳେ ରହିଥାଉ। ଓସ୍କାର ଏହି ଭଳି ମାଡିକି ରୋ ଭଳିଆ ଚାଲୁଥାଉ।”

ଅଭିନେତ୍ରୀ ଜିନା ସେଦିନ ପୂର୍ବରୁ କହିଥିଲେ,“ମତେ ଏଠାକୁ ନିମନ୍ତ୍ରୀତ କରିଥିବାରୁ ପ୍ରଭାସ ବାବୁଙ୍କ ଧନ୍ୟବାଦ ଦେଉଛି। ତାଙ୍କ ଦର୍ଶକ ମାନେ ତାଳି ଦିଅନ୍ତୁ କାହିଁକିନା ତାଙ୍କ ପାଇଁ ଆମେ ଏହିଠିକି ଆସିଛୁ। ସେଥଇପାଇଁ ତାଙ୍କୁ ଧନ୍ୟବାଦ। ଆପଣମାନଙ୍କୁ ମୁଁ କହୁଛି ଯେ, ଓସ୍କାର ଏହିପରି ବଢି ବଢି ଚାଲିଥାଉ। ଆପଣମାନଙ୍କର ଏହିପରି ସହଯୋଗ ରହିଥାଉ।”

ଅଭିନେତ୍ରୀ ଲିପି ପୂର୍ବରୁ କହିଥିଲେ,“ମୋ ଭିତରେ ଏତେ ଖୁସି ଆପଣମାନଙ୍କୁ କମ୍ କରି କହୁଛି। ଓସ୍କାର ବିଷୟରେ ଯେତେ କହିବି ସେତେ କମ୍‌ ହେବ। କାହିଁକି ନା ମୁଁ ପ୍ରଥମ ଥର ପାଇଁ ଏଠାକୁ ଆସିଛି। ମୁଁ ଚାହୁଁଛି ଯେ ଆଗକୁ ପୁଣି ଥରେ ଆସିବାକୁ ଆପଣମାନଙ୍କର ସହଯୋଗ ଲୋଡା। ଓସ୍କାର ଜିନ୍ଦାବାଦ୍‌।”

ଉଲ୍ଲେଖଯୋଗ୍ୟ ଯେ କେଳେଙ୍କାରୀରେ ନିଜ ନାଁ ଉଠିବା ପରେ ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି କହିଥିଲେ, “୨୦୦୯ରେ ଓସ୍କାର ଓଡ଼ିଆ ଫିଲ୍ମ କରୁଥିଲା। ସେତେବେଳେ ଫିଲ୍ମଟି ଶେଷ ହୋଇ ନ ଥିଲା।”

ତେବେ ପ୍ରଶ୍ନ ଉଠୁଛି ଉତ୍ତମ ମହାନ୍ତିଙ୍କ ଏହି ସହଯୋଗ କାହାପାଇଁ! ପ୍ରଭାସ ରାଉତଙ୍କ କମ୍ପାନୀ ପାଇଁ ନା  ବାବୁସାନଙ୍କ ଫିଲ୍ମ ପାଇଁ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story