ଆଗକୁ ବର୍ଷା, ଚାଷୀଙ୍କ ପାଇଁ ଆଡଭାଇଜରି ଜାରି କଲା ଓୟୁଏଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ଓୟୁଏଟି।  ଏଥିରେ କୁହାଯାଇଛି,ବର୍ଷାରେ ଯେମିତି ଧାନ ନ ଭିଜେ, ସେଥିପାଇଁ ତାକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବିଲରେ ଧାନ ପାଚି ଯାଇଥିଲେ, ଶୀଘ୍ର ଅମଳ କରି ଘରକୁ ନେଇ ଆସନ୍ତୁ, ବିଲରେ ପକାଇ ରଖନ୍ତୁ ନାହିଁ। ଘରକୁ ଆଣି ସୁରକ୍ଷିତ ଭାବେ ଘୋଡ଼େଇ ରଖନ୍ତୁ। ଯଦି ଧାନ ପାଚି ନାହିଁ, ତେବେ ଠିଆ ହୋଇଥିବା ଧାନ ଗଛରେ ୨ପ୍ରତିଶତ ସଲ୍ଟ […]

farmer-PTI

farmer-PTI

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 02:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ଓୟୁଏଟି।  ଏଥିରେ କୁହାଯାଇଛି,ବର୍ଷାରେ ଯେମିତି ଧାନ ନ ଭିଜେ, ସେଥିପାଇଁ ତାକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବିଲରେ ଧାନ ପାଚି ଯାଇଥିଲେ, ଶୀଘ୍ର ଅମଳ କରି ଘରକୁ ନେଇ ଆସନ୍ତୁ, ବିଲରେ ପକାଇ ରଖନ୍ତୁ ନାହିଁ। ଘରକୁ ଆଣି ସୁରକ୍ଷିତ ଭାବେ ଘୋଡ଼େଇ ରଖନ୍ତୁ। ଯଦି ଧାନ ପାଚି ନାହିଁ, ତେବେ ଠିଆ ହୋଇଥିବା ଧାନ ଗଛରେ ୨ପ୍ରତିଶତ ସଲ୍ଟ ସଲ୍ୟୁସନ ସିଞ୍ଚନ କରିବାକୁ ପରାମର୍ଶ ଦିଅଯାଇଛି।  କ୍ଷେତରୁ ପାଣି ନିଷ୍କାସନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ମଣ୍ଡିରେ ରଖାଯାଇଥିବା ଧାନ ବର୍ଷାରେ ଯେମିତି ନ ଭିଜେ, ସେଥିପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ଓୟୁଏଟି।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବା ସହ ୧୫ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ୧୮ ତାରିଖ  ଯାଏଁ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ପବନର ବେଗ ମଧ୍ୟ ଅଧିକ ରହିବ।  ତେବେ ଏ ଅଦିନିଆ ବର୍ଷା ଚାଷ ପାଇଁ  ଅନୁକୂଳ ନୁହେଁ, ଅମଳ ହେବାକୁ ଥିବା ଧାନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story