ଓୟୁଏଟି ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ଡ୍ରାଇଭର ଗାଡି ଚଲାଉ ନ ଥିଲେ: ପ୍ରତ୍ୟକ୍ଷଦର୍ଶୀ

ଭୁବନେଶ୍ୱର: ଓୟୁଏଟି ଛାତ୍ରୀ ସୁଚିସ୍ମିତାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମଧ୍ୟକୁ ଠେଲି ହୋଇ ଯାଉଛି। ପୋଲିସ ଗିରଫ କରିଥିବା ଚାଳକ ସେ ଦିନ ଗାଡି ଚଲାଉ ନ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ପରେ ଛାତ୍ରୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଦୁର୍ଘଟଣା ସମୟରେ ଉକ୍ତ ସ୍ଥାନରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦୃଢତାର ସହ କହିଛନ୍ତି ଗିରଫ ବ୍ୟକ୍ତି ଗାଡିର ଡ୍ରାଇଭର ନୁହନ୍ତି। ଏପରିକି ଦୁର୍ଘଟଣା ଘଟାଇଥିବା […]

ouat

ouat

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 11:25 PM IST

Sports

Latest News

ଭୁବନେଶ୍ୱର: ଓୟୁଏଟି ଛାତ୍ରୀ ସୁଚିସ୍ମିତାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ମଧ୍ୟକୁ ଠେଲି ହୋଇ ଯାଉଛି। ପୋଲିସ ଗିରଫ କରିଥିବା ଚାଳକ ସେ ଦିନ ଗାଡି ଚଲାଉ ନ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ପରେ ଛାତ୍ରୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଦୁର୍ଘଟଣା ସମୟରେ ଉକ୍ତ ସ୍ଥାନରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଦୃଢତାର ସହ କହିଛନ୍ତି ଗିରଫ ବ୍ୟକ୍ତି ଗାଡିର ଡ୍ରାଇଭର ନୁହନ୍ତି। ଏପରିକି ଦୁର୍ଘଟଣା ଘଟାଇଥିବା ଗାଡିକୁ ସେ ୧ କି.ମି. ପର୍ଯ୍ୟନ୍ତ ପିଛା କରିଥିବା ଓ ଡ୍ରାଇଭରଙ୍କୁ ଅତି ନିକଟରୁ ଦେଖିଥିବା କହିଛନ୍ତି।

ସେ କହିଛନ୍ତି,“ ମୁଁ ଶିରିପୁର ଛକ ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲି। ଗାଡିରେ ସେଦିନ ଦୁଇଜଣ ଲୋକ ଥିଲେ। ଗାଡି ଚଲାଉ ଥିବା ବ୍ୟକ୍ତି ଜଣଙ୍କ ମୋଟା ଥିଲେ। ହେଲେ ପୋଲିସ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ପତଳା।”

ଦୁର୍ଘଟଣା ଘଟିଥିବା ରାସ୍ତାରେ ସିସିଟିଭି ଲାଗି ଥିବାରୁ ପୋଲିସ କାହିଁକି ତାକୁ ଯାଞ୍ଚ କରୁନାହିଁ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ଦୁର୍ଘଟଣା ପରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣେ ବ୍ୟକ୍ତି କହିଛନ୍ତି,“ଯେଉଁଦିନ ଆମେ ରାସ୍ତା ଅବରୋଧ କରିବା ସମୟରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବାକୁ ଦାବି କରିଥିଲୁ। ଯେଉଁ ପୋଲିସ ଅଧିକାରୀମାନେ ଆନ୍ଦୋଳନ ସ୍ଥଳକୁ ଆସିଥିଲେ ଫୁଟେଜ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର ହୋଇଛି।”

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ବିଚାରକୁ ନେଲେ ପୋଲିସ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କାହା ଚାପରେ ପଡି ପୋଲିସ ତରବରିଆ ଭାବେ ଜଣେ ବ୍ୟକ୍ତିଙ୍କୁ ଗାଡି ଚାଳକ କହି କୋର୍ଟ ଚାଲାଣ କରିଛନ୍ତି। ଯଦି ସେ ବ୍ୟକ୍ତି ଜଣଙ୍କ ଡ୍ରାଇଭର ନୁହନ୍ତି ତେବେ କାହା ଚାପରେ ପଡି ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି ? ତାଙ୍କୁ ଏହି ଘଟଣାରେ କିଏ ପୂରାଉଛି ଓ ଏଥିରେ ତାଙ୍କର କ’ଣ ଲାଭ ହେଉଛି ତାହା ଏବେ ତଦନ୍ତ ସାପେକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story