ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୫ଟି ବ୍ଲକରେ ନିର୍ବାଚନ ହେବ। ୧୭୫ଟି ଜିଲ୍ଲା ପରିଷଦ ଜୋନ୍ ସହିତ ୧,୩୯୪ଟି ପଞ୍ଚାୟତ ସମିତି ଓ ୧୮,୮୫୯ଟି ୱାର୍ଡ଼ ସଭ୍ୟ ପାଇଁ ଭୋଟ ଗ୍ରହଣ ହେବ। ମୋଟ ୫୩,୨୩,୯୯୩ ଭୋଟର ସେମାନଙ୍କର ମନପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ। ମତଦାନ ପାଇଁ ବୁଥ୍‌ ଗୁଡ଼ିକରେ ପୋଲିଂ କର୍ମଚାରୀ ପହଞ୍ଚିବାରେ ଲାଗିଛନ୍ତି। ସମ୍ୱେଦନଶୀଳ ବୁଥ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଚତୁର୍ଥ […]

state-election

state-election

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 05:21 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୫ଟି ବ୍ଲକରେ ନିର୍ବାଚନ ହେବ। ୧୭୫ଟି ଜିଲ୍ଲା ପରିଷଦ ଜୋନ୍ ସହିତ ୧,୩୯୪ଟି ପଞ୍ଚାୟତ ସମିତି ଓ ୧୮,୮୫୯ଟି ୱାର୍ଡ଼ ସଭ୍ୟ ପାଇଁ ଭୋଟ ଗ୍ରହଣ ହେବ। ମୋଟ ୫୩,୨୩,୯୯୩ ଭୋଟର ସେମାନଙ୍କର ମନପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ। ମତଦାନ ପାଇଁ ବୁଥ୍‌ ଗୁଡ଼ିକରେ ପୋଲିଂ କର୍ମଚାରୀ ପହଞ୍ଚିବାରେ ଲାଗିଛନ୍ତି। ସମ୍ୱେଦନଶୀଳ ବୁଥ୍‌ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ନିର୍ବାଚନ ପ୍ରଚାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos