ବିଜେଡି ୪୭୩, ବିଜେପି ୨୯୭, କଂଗ୍ରେସ ୬୦

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ କରିଛନ୍ତି। କମିଶନ ୮୪୬ଟି ଆସନର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏଥିରୁ ବିଜେଡି ୪୭୩ଟିରେ ଜିତି ଥିବା ବେଳେ ବିଜେପି ୨୯୭ଟିରେ ବିଜୟୀ ହୋଇଛି। କଂଗ୍ରେସ ୬୦ଟି ଆସନ  ହାତେଇଛି। ସିପିଆଇକୁ ୨ଟି ଆସନ ମିଳିଥିବା ବେଳେ ସିପିଆଇଏମ୍‌କୁ ମିଳିଛି ଗୋଟିଏ ଆସନ। ସେହିପରି ଜେଏମ୍‌ଏମ୍‌କୁ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ମିଳିଛି। ୧୨ ଜଣ ସ୍ୱାଧୀନ ପ୍ରାର୍ଥୀ […]

vote-8

vote-8

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 08:11 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ କରିଛନ୍ତି। କମିଶନ ୮୪୬ଟି ଆସନର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏଥିରୁ ବିଜେଡି ୪୭୩ଟିରେ ଜିତି ଥିବା ବେଳେ ବିଜେପି ୨୯୭ଟିରେ ବିଜୟୀ ହୋଇଛି। କଂଗ୍ରେସ ୬୦ଟି ଆସନ  ହାତେଇଛି। ସିପିଆଇକୁ ୨ଟି ଆସନ ମିଳିଥିବା ବେଳେ ସିପିଆଇଏମ୍‌କୁ ମିଳିଛି ଗୋଟିଏ ଆସନ। ସେହିପରି ଜେଏମ୍‌ଏମ୍‌କୁ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ମିଳିଛି। ୧୨ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି।

ପୁରୀ ଜିଲ୍ଲାରେ ମୋଟ ୩୩ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୩୧ଟି, ବିଜେପି ଗୋଟିଏ ଓ ଅନ୍ୟାନ୍ୟକୁ ମିଳିଛି ଗୋଟିଏ ଆସନ।

ବାଲେଶ୍ୱର ଜିଲ୍ଲାର ମୋଟ ୪୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୩୧ଟି, ବିଜେପି ୧୩ଟି ଓ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି।

ମାଲକାନଗିରିରେ ୧୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ଗୋଟିଏ, ବିଜେପି ୧୦ଟି ଓ କଂଗ୍ରେସ ୨ଟିରେ ବିଜୟୀ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୩ଟି, ବିଜେପି ୧୦ଟିରେ ବିଜୟୀ ହୋଇଛି।

ବୌଦ୍ଧ ଜିଲ୍ଲାର ସମସ୍ତ ୯ଟି ଯାକ ଜୋନ୍‌ର ଫଳାଫଳ ଘୋଷଣା ହୋଇସାରିଛି। ୯ଟି ଜୋନ୍‌ରୁ ୬ଟିରେ ବିଜେଡି, ୨ଟିରେ ବିଜେପି ଓ ସିପିଏମ୍‌ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

ଖୋର୍ଦ୍ଧାରେ ୩୦ଟିରୁ ବିଜେଡି ୧୯ଟିରେ, ବିଜେପି ୧୧ଟିରେ ବିଜୟୀ ହୋଇଛି।

ବରଗଡ଼ ଜିଲ୍ଲାରେ ୩୪ଟି ଜୋନ୍‌ରୁ ବିଜେଡି ୯ଟିରେ, ବିଜେପି ୨୫ଟିରେ ବିଜୟୀ ହୋଇଛି।

ଯାଜପୁରରେ ୩୯ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୩୩ ଓ ବିଜେପି ୬ଟି ଜିତିଛି।

କୋରାପୁଟରେ ୨୯ଟି ଜିଲ୍ଲା ପରିଷଦ ଆସନରୁ ୨୪ଟି ବିଜେଡି ହାତକୁ ଯାଇଥିବା ବେଳେ ଗୋଟିଏରେ ବିଜେପି ଓ ୪ଟିରେ କଂଗ୍ରେସ ଜିତିଛି।

ସମ୍ବଲପୁରରେ ୧୮ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ୧୩ଟି ପାଇଥିବା ବେଳେ ବିଜେଡିକୁ ୫ଟି ମିଳିଛି।

ଦେବଗଡ଼ରେ ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟି ବିଜେପି ଜିତି ଥିବା ବେଳେ ଗୋଟିଏ ବିଜେଡି ଜିତିଛି।

ଜଗତସିଂହପୁରରେ ୨୬ଟି ଜୋନ୍‌ରୁ ବିଜେଡି ୨୨ଟି ଜିତି ଥିବା ବେଳେ ବିଜେପି ୩ଟି ଓ କଂଗ୍ରେସ ୧ଟି  ଜିତିଛି।

କେନ୍ଦୁଝରରେ ୩୭ଟି ଜୋନ୍‌ରୁ ବିଜେଡି ୨୫ଟି ବିଜେପି ୬ଟି ଓ ଅନ୍ୟାନ୍ୟ ୬ଟିରେ ବିଜୟୀ ହୋଇଛି।

ନୂଆପଡ଼ାରେ ୧୩ଟି ଜୋନ୍‌ରୁ ବିଜେଡିରୁ ୮ଟି ଓ କଂଗ୍ରେସକୁ ୫ଟି ଆସନ ମିଳିଛି।

ଢେଙ୍କାନାଳର ୨୭ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୧୫ଟି ଜିତି ଥିବା ବେଳେ ବିଜେପି ୧୨ଟି ଜିତିଛି।

ନୟାଗଡ଼ର ୨୩ଟି ଜୋନ୍‌ରୁ ୧୮ଟି ବିଜେଡି ନେଇଥିବା ବେଳେ ୪ଟି ବିଜେପି ଓ ଅନ୍ୟାନ୍ୟ ୧ଟି ପାଇଛନ୍ତି।

ସୁନ୍ଦରଗଡ଼ର ୩୫ଟି ଜୋନ୍‌ରୁ ବିଜେଡି ୧୪ଟି, ବିଜେପି ୧୩ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ୩ଟିରେ ବିଜୟୀ ହୋଇଛନ୍ତି।

ମୟୂରଭଞ୍ଜର ୫୬ଟି ଜୋନ୍‌ର ବିଜେପି ୪୯ଟି, ବିଜେଡି ୫ଟି ଓ ଅନ୍ୟାନ୍ୟ ୨ଟି ଆସନ ପାଇଛି।

ରାୟଗଡ଼ାର ୨୨ଟି ଜୋନ୍‌ରୁ ବିଜେଡି ୭ଟି, ବିଜେପି ୪ଟି ଓ କଂଗ୍ରେସ ୧୧ଟି ଆସନ ପାଇଛି।

କେନ୍ଦ୍ରାପଡ଼ାର ୩୨ଟି ଜୋନ୍‌ରୁ ବିଜେଡି ୨୨ ଓ ବିଜେପି ୧୦ଟି ପାଇଛି।

ଝାରସୁଗୁଡାର ୯ଟି ଜୋନ୍‌ରୁ ବିଜେପି ଗୋଟିଏ ଓ କଂଗ୍ରେସ ୮ଟିରେ ଜିତିଛି।

ଭଦ୍ରକର ୨୮ଟି ଜୋନ୍‌ରୁ ବିଜେଡି ୨୪ ଓ ବିଜେପି ୪ଟିରେ ଜିତିଛି।

ଅନୁଗୋଳର ୨୮ ଆସନରୁ ବିଜେଡି ୧୬ ଓ ବିଜେପି ୧୨ଟିରେ ଜିତିଛି।

କନ୍ଧମାଳରେ ୧୮ଟି ଜୋନ୍‌ରୁ ବିଜେଡି ୯ଟି, ବିଜେପି ୪ଟି, କଂଗ୍ରେସ ୪ଟି ଓ ଅନ୍ୟାନ୍ୟ ଗୋଟିଏ ଆସନରେ ଜିତିଛି।

ଗଜପତିର ୧୪ଟି ଜୋନ୍‌ରୁ ବିଜେଡି ୫ଟି, ବିଜେପି ୩ଟି ଓ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଛି।

କଳାହାଣ୍ଡିର ୩୬ ଜୋନ୍‌ରୁ ବିଜେଡି ଗୋଟିଏ, ବିଜେପି ୩୩ଟି ଓ କଂଗ୍ରେସ ୨ଟି ଆସନରୁ ଜିତିଛି।

ନବରଙ୍ଗପୁରର ୨୬ଟି ଜୋନ୍‌ରୁ ବିଜେଡି ୧୧ଟି, ବିଜେପି ୭ଟି ଓ କଂଗ୍ରେସ ୮ଟିରେ ଜିତିଛି।

ମାର୍ଚ୍ଚ ୨ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଫଳାଫଳ ପୁସ୍ତିକା ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story