ଫେବୃଆରୀ ୧୩ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୧୩ରୁ ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଫେବୃଆରୀ ୧୩, ୧୫, ୧୭, ୧୯ ଓ ୨୧ ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଜାନୁଆରୀ ୧୧ରୁ ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି […]

election-commisu

election-commisu

Rakesh Mallick
  • Published: Tuesday, 27 December 2016
  • Updated: 01 February 2017, 04:46 PM IST

Sports

Latest News

electionଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୧୩ରୁ ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଫେବୃଆରୀ ୧୩, ୧୫, ୧୭, ୧୯ ଓ ୨୧ ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

ଜାନୁଆରୀ ୧୧ରୁ ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ସେହିଦିନ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ସକାଳ ୭ଟାରୁ ୧୨ଟା ମଧ୍ୟରେ ଭୋଟ ଗ୍ରହଣ ହେବ। ସେହିଦିନ ଅପରାହ୍ନ ଗୋଟାଏରୁ ଭୋଟ ଗଣତି କରାଯିବ। ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ରବିନାରାୟଣ ସେନାପତି ସୂଚନା ଦେଇଛନ୍ତି।

ରାଜ୍ୟର ୮୫୩ ଜିଲ୍ଲା ପରିଷଦ ଓ ୬,୮୦୪ ପଞ୍ଚାୟତର ୯୨ ହଜାର ୪୫ଟି ୱାର୍ଡରେ ନିର୍ବାଚନ ହେବ। ଏଥର ୫୯୪ଟି ନୂଆ ପଞ୍ଚାୟତ ସାମିଲ ହୋଇଛି।

କାର୍ଯ୍ୟକାଳ ସରି ନ ଥିବାରୁ ୬ଟି ପଞ୍ଚାୟତ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ଯାଜପୁର ଜିଲ୍ଲାର ଦଶରଥପୁର, ଝାରସୁଗୁଡା ଜିଲ୍ଲାର କୋଲାବିରା ଓ ଲଇକେରା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି  ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ସମିତି ନିର୍ବାଚନ ହେବ ନାହିଁ। ସେହିପରି କାର୍ଯ୍ୟକାଳ ସରି ନ ଥିବାରୁ ଜଗତସିଂହପୁର ଜିଲ୍ଲା ଢେଙ୍କିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହେବନାହିଁ। ଏଠାରେ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ହେବ।

ଏଥର ୯୨,୦୨୯ଟି ୱାର୍ଡ ମେମ୍ବର, ୬,୮୦୧ ସରପଞ୍ଚ, ୬,୬୬୫ ସମିତି ସଭ୍ୟ ଓ ୮୩୫ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିପାଇଁ ମୋଟ ୯୨,୦୦୦ ଭୋଟ ଗ୍ରହଣ କେନ୍ଦ୍ର କରାଯିବ। ନିର୍ବାଚନରେ ଗ୍ରାମାଞ୍ଚଳର ୨,୬୦,୯୨,୫୦୭ ଜଣ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହେବେ।

ମତଦାନ ବେଳେ ଏଥର ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଭୋଟର ପରିଚୟପତ୍ର ସହ ଆଧାର କାର୍ଡ, ରାସନ କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ୍‌ ଭଳି ୨୩ଟି ସରକାରୀ ପରିଚୟପତ୍ରରୁ ଯେ କୌଣସି ଗୋଟିଏ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଚଳିତ ନିର୍ବାଚନରେ ମୋଟ ୭୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି।

ଫେବୃଆରୀ ୨୩ ତାରିଖରେ ବିଜୟୀ ୱାର୍ଡ ମେମ୍ବର ଏବଂ ସରପଞ୍ଚ ପ୍ରାର୍ଥୀଙ୍କ ନାମ ଓ ୨୫ ତାରିଖରେ ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟଙ୍କ ନାମ ଘୋଷଣା କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story