ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିଛି। ଏଥର ସବୁ ପଞ୍ଚାୟତରେ ଦଳ ପ୍ରାର୍ଥୀ ଦେବ। “ଗତ ନିର୍ବାଚନରେ ରାଜ୍ୟବାସୀଙ୍କୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଦଳ ଲୋକଙ୍କ ପାଖକୁ ଯିବ” ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ […]

samir

samir

Rakesh Mallick
  • Published: Friday, 02 September 2016
  • Updated: 03 September 2016, 11:16 AM IST

Sports

Latest News

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିଛି। ଏଥର ସବୁ ପଞ୍ଚାୟତରେ ଦଳ ପ୍ରାର୍ଥୀ ଦେବ। “ଗତ ନିର୍ବାଚନରେ ରାଜ୍ୟବାସୀଙ୍କୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଦଳ ଲୋକଙ୍କ ପାଖକୁ ଯିବ” ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି।

ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିନି। ଏହାର ସୁଫଳ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ ଆଜି ବସିଥିବା ବିଜେପି ବୈଠକରେ ଆଲୋଚନା ହୋଇଥିଲା। ଏହାଛଡ଼ା ଦାନ ମାଝି ଘଟଣା, ଶିକ୍ଷକ ଓ ଡାକ୍ତର ଅଭାବ, କର୍ମଚାରୀ ଅଭାବ ଆଦି ପ୍ରସଙ୍ଗକୁ ନେଇ ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story