ଝିଅ ଜନ୍ମଦିନ ଉତ୍ସବରେ ପଙ୍କଜଙ୍କ ସହ ଥିବା ଭିଡିଓ ଫୁଟେଜ ଦେଲେ କବିତା

ଭୁବନେଶ୍ୱର: ଗୋଟିଏ ପଟେ ଉଚ୍ଚବାଲିରେ ତାଙ୍କ ଗଡ଼ରେ ଉଚ୍ଛେଦ ଚାଲିଥିବା ବେଳେ ବୋହୂ ବିବାଦ ସନାତନଙ୍କ ଚିନ୍ତା ବଢାଇ ଦେଇଛି। ସନାତନଙ୍କ ପୁଅ ପଙ୍କଜ ଦେଇଥିବା ବୟାନର ଜବାବ ଦେଇ ଆଜି କିଛି ଭିଡିଓ ଫୁଟେଜ ଦେଖାଇଛନ୍ତି ସନାତନଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼। କବିତା ଦେଖାଇଥିବା ଭିଡିଓ ଫୁଟେଜରେ ଉଭୟ ପଙ୍କଜ ଓ କବିତାଙ୍କୁ ସାଥୀରେ ଦେଖିବାକୁ ମିଳୁଛି। ଏହି ଭିଡିଓ ଫୁଟେଜରେ ତାଙ୍କ ଝିଅର ଜନ୍ମଦିନ ପାଳନ କରାଯାଉଥିବା ରେକର୍ଡ କରାଯାଇଛି […]

kabita-pankaj

kabita-pankaj

Rakesh Mallick
  • Published: Friday, 22 April 2016
  • Updated: 22 April 2016, 05:17 PM IST

Sports

Latest News

ଭୁବନେଶ୍ୱର: ଗୋଟିଏ ପଟେ ଉଚ୍ଚବାଲିରେ ତାଙ୍କ ଗଡ଼ରେ ଉଚ୍ଛେଦ ଚାଲିଥିବା ବେଳେ ବୋହୂ ବିବାଦ ସନାତନଙ୍କ ଚିନ୍ତା ବଢାଇ ଦେଇଛି। ସନାତନଙ୍କ ପୁଅ ପଙ୍କଜ ଦେଇଥିବା ବୟାନର ଜବାବ ଦେଇ ଆଜି କିଛି ଭିଡିଓ ଫୁଟେଜ ଦେଖାଇଛନ୍ତି ସନାତନଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼। କବିତା ଦେଖାଇଥିବା ଭିଡିଓ ଫୁଟେଜରେ ଉଭୟ ପଙ୍କଜ ଓ କବିତାଙ୍କୁ ସାଥୀରେ ଦେଖିବାକୁ ମିଳୁଛି।

ଏହି ଭିଡିଓ ଫୁଟେଜରେ ତାଙ୍କ ଝିଅର ଜନ୍ମଦିନ ପାଳନ କରାଯାଉଥିବା ରେକର୍ଡ କରାଯାଇଛି ବୋଲି କବିତା ଦାବି କରିଛନ୍ତି। ଏହା ମାଲକାନଗିରି ହାଇଟେକ୍‌ କଲୋନୀରେ ଥିବା ତାଙ୍କ ଭଡ଼ା ଘରେ ପାଳନ ହୋଇଥିଲା ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଏକ ଭିଡିଓ ଫୁଟେଜରେ ସତ୍ୟନାରାୟଣ ପୂଜାରେ କବିତା ପଙ୍କଜଙ୍କ ସହ ବସିଥିବା ଦେଖିବାକୁ ମିଳୁଛି। ଏହା ମଧ୍ୟ ସେହି ଭଡ଼ା ଘରେ ରେକର୍ଡ କରାଯାଇଛି ବୋଲି କହିଛନ୍ତି କବିତା।

ଭୁବନେଶ୍ୱର ମହିଳା ଥାନା ଆଇଆଇସି ପଙ୍କଜଙ୍କୁ ତାଙ୍କ ଘରେ ଭେଟି ୧୬୧ରେ ରେକର୍ଡ କରିଥିବା ବୟାନ ଗତକାଲି ଲୋକଲୋଚନକୁ ଆସିଥିଲା। ଏଥିରେ ସେ କବିତା ମହାକୁଡ଼ଙ୍କ ସହିତ ପ୍ରେମ ସମ୍ପର୍କକୁ ଅସ୍ୱୀକାର କରିବା ସହିତ ବିବାହ କଥାକୁ ବି ଖଣ୍ଡନ କରିଥିଲେ। ସେହିପରି କବିତାଙ୍କ ସହିତ ମାଲକାନଗିରି ଅବା ଅନ୍ୟ କୌଣସି ସ୍ଥାନରେ ରହି ନାହାନ୍ତି ବୋଲି ସେ କହିଥିଲେ।

ପଙ୍କଜ ତାଙ୍କ ବୟାନରେ କହିଥିଲେ, “ମୋର ବଡ଼ ବାପାଙ୍କର ପୁଅ ହେଉଛନ୍ତି ତାରେଣୀ ମହାକୁଡ଼। ତାଙ୍କ ବାହାଘର କେନ୍ଦୁଝର ଜାମୁନାଳିଆର ବିଶ୍ୱମ୍ବର ମହାକୁଡ଼ଙ୍କର ଝିଅ ଝରଣା ମହାକୁଡ଼ଙ୍କ ସହିତ ହୋଇଛି। ଭାଇର ବାହାଘର ପରେ ମୁଁ ମଝିରେ ମଝିରେ ଭାଉଜଙ୍କ ଘରକୁ ଯିବା ଆସିବା କରୁଥିଲି। ଭାଉଜଙ୍କ ଘରକୁ ଯିବାଆସିବା କରିବାରେ ମୁଁ ଭାଉଜଙ୍କର ଭାଉଜ କବିତା ମହାକୁଡ଼ଙ୍କୁ ଜାଣିଲି। ମୁଁ ତାଙ୍କ ଘରକୁ ଯିବା ସମୟରେ ଭାଉଜଙ୍କ ଭାଉଜ ହିସାବରେ କବିତା ମହାକୁଡ଼ଙ୍କ ସହିତ କଥାବାର୍ତ୍ତା କରେ। କବିତା ମହାକୁଡ଼ଙ୍କ ସହିତ ମୋର କୌଣସି ପ୍ରେମ ସମ୍ପର୍କ ନାହିଁ ବା ନ ଥିଲା। ମୁଁ ତାଙ୍କ ସହ କେବେ କୌଣସି ମୋବାଇଲ୍ ନମ୍ବରରୁ କଥା ହୋଇ ନାହିଁ। ମୁଁ କବିତା ମହାକୁଡ଼ଙ୍କୁ ବାହା ହୋଇନାହିଁ କିମ୍ବା ତାଙ୍କ ସହ କେଉଁ ଆଡ଼େ ବୁଲିବାକୁ ଯାଇ ନାହିଁ। ମାଲକାନଗିରି ମୁଁ ଦେଖି ନାହିଁ କି କବିତା ସହ ମୁଁ ମାଲକାନଗିରିରେ କିମ୍ବା ଅନ୍ୟ କେଉଁଠି ରହି ନାହିଁ। ମୁଁ କବିତା ସହ କିମ୍ବା ତାର ଝିଅମାନଙ୍କ ସହ କେବେ ଫଟୋ ଉଠାଇ ନାହିଁ। ମୁଁ କବିତାର ସାନଭାଇକୁ କବିତାର ଶାଶୁ ଘରେ ଦେଖିଥିଲି। କିନ୍ତୁ ତା’ର ନାଁ ଜାଣି ନାହିଁ। କିମ୍ବା ତା’ସହ କୌଣସି ଫଟୋ ଉଠାଇ ନାହିଁ। କବିତା ସହ ମୋର କେବେ ଶାରୀରିକ ସମ୍ପର୍କ ରହି ନାହିଁ କି ମୋର କୌଣସି ଛୁଆ କବିତା ଜନ୍ମ କରିବା କଥା ମୁଁ ଜାଣି ନାହିଁ। ମୋର କୌଣସି ଝିଅ ନାହାନ୍ତି। କବିତା ତା’ର ଛୁଆ ଓ ତା’ସହ ମୋର ଫଟୋ କୋଉଠୁ ନେଇ ଜଏଣ୍ଟ କରି ରଖିଥିବ ମୁଁ ଜାଣି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story