ପପୁ ମାମଲାରେ ପୀଡିତାଙ୍କ ବାପାଙ୍କ ବୟାନ: କୋର୍ଟରେ ହାଜର ପିଲା ମୋ ଝିଅ ନୁହେଁ

ଭୁବନେଶ୍ୱର: ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାର ନୂଆ ମୋଡ଼ ନେଇଛି। ଗତକାଲି ମାମଲା ପ୍ରତ୍ୟାହାର ପାଇଁ ନାବାଳିକାଙ୍କ ବାପା ସତ୍ୟପାଠ ଦାଖଲ କରିଥିବା ବେଳେ ଆଜି ପପୁ ଜଣେ ଭଲ ଲୋକ ଓ ପୋଲିସ କୋର୍ଟରେ ହାଜର କରିଥିବା ପିଲା ତାଙ୍କ ଝିଅ ନୁହେଁ ବୋଲି କହିଛନ୍ତି। ନାବାଳିକାଙ୍କ ବାପା କହିଛନ୍ତି, “ପପୁ ଜଣେ ଭଲ ଲୋକ, ଆମ ପଡୋଶୀ ଥିଲେ। ମୋ ସହ ମିଳାମିଶା […]

papu1

papu1

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 11:12 PM IST

Sports

Latest News

papuଭୁବନେଶ୍ୱର: ପପୁ ପମ୍‌ପମ୍‌ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାର ନୂଆ ମୋଡ଼ ନେଇଛି। ଗତକାଲି ମାମଲା ପ୍ରତ୍ୟାହାର ପାଇଁ ନାବାଳିକାଙ୍କ ବାପା ସତ୍ୟପାଠ ଦାଖଲ କରିଥିବା ବେଳେ ଆଜି ପପୁ ଜଣେ ଭଲ ଲୋକ ଓ ପୋଲିସ କୋର୍ଟରେ ହାଜର କରିଥିବା ପିଲା ତାଙ୍କ ଝିଅ ନୁହେଁ ବୋଲି କହିଛନ୍ତି।

ନାବାଳିକାଙ୍କ ବାପା କହିଛନ୍ତି, “ପପୁ ଜଣେ ଭଲ ଲୋକ, ଆମ ପଡୋଶୀ ଥିଲେ। ମୋ ସହ ମିଳାମିଶା କରୁଥିଲେ। ଘଟଣା ଦେଢ଼ ବର୍ଷ ତଳର, ଆପୋଷ ବୁଝାମଣା ହୋଇ ସମାଧାନ ହୋଇଥିବାରୁ କଥା ଅଗକୁ ନେବାକୁ ଚାହୁଁନାହିଁ। ପୋଲିସ କୋର୍ଟକୁ ଯେଉଁ ଝିଅକୁ ନେଇଥିଲା ସେ ମୋ ଝିଅ ନୁହେଁ। ୨୮ ତାରିଖରେ ବୟାନ ରେକର୍ଡ କରାଯାଇଥିବା ପୋଲିସ କହୁଛି, କିନ୍ତୁ ସେ ଦିନ ମୋ ଝିଅ ଘରେ ଥିଲା।”

ନାବାଳିକାଙ୍କ ବାପାଙ୍କ ଏପରି ବୟାନ ପରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଯଦି ନାବାଳିକାଙ୍କ ବାପା ଦେଇଥିବା ବୟାନ ସତ, ତେବେ ପୋଲିସ କୋର୍ଟକୁ ନେଇଥିବା ଝିଅ କିଏ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ଆଇନଜୀବୀ ମଧୁ ମାଧବ ଜେନା କହିଛନ୍ତି, “ମାମଲାର ତଦନ୍ତ ଚାଲିଥିବାରୁ ଜାମିନ ମିଳିବାର ସମ୍ଭାବନା ନାହିଁ। କୋର୍ଟରୁ ମଧ୍ୟ ସେ ଖସି ପାରିବେ ନାହିଁ। କାରଣ ଏହା ଆପୋଷ ସମାଧାନ ହେବା ଭଳି ମାମଲା ନୁହେଁ। ନାବାଳିକାଙ୍କ ବାପା କହୁଛନ୍ତି, ମୋ ଝିଅ କୋର୍ଟକୁ ଯାଇନାହିଁ । ଏ କଥା ବିଶ୍ୱାସ ଯୋଗ୍ୟ ନୁହେଁ। କାହା ଦ୍ୱାରା ପ୍ରଭାବିତ ହୋଇ ସେ ଏପରି ବୟାନ ଦେଉଛନ୍ତି।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ସିଡବ୍ଲ୍ୟୁସିର ସଦସ୍ୟଙ୍କ ପାଖରେ ପୁଣି ଥରେ ଝିଅର ବୟାନ ରେକର୍ଡ ହୋଇଛି। ସେ ଝିଅ ଦସ୍ତଖତ ମଧ୍ୟ କରିଛି। ତାଙ୍କ ବାପା କେବଳ ସତ କହୁଛନ୍ତି, ଆମେ କ’ଣ ସବୁ ମିଛ କହୁଛୁ। ଏପରି କହିବାକୁ ତାଙ୍କ ଉପରେ ଚାପ ପକାଯାଇଥିବା ମୁଁ ଭାବୁଛି। ଏହାଦ୍ୱାରା ତାଙ୍କର ଉଦ୍ଦେଶ୍ୟ ପୂରଣ ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story