ପାରାଦୀପ: ଆସନ୍ତାକାଲି ସକାଳ ୬ଟାରୁ ସ୍ୱାଭାବିକ ହେବ ମାଲ୍ ପରିବହନ

ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦର ସମାଧାନ ହୋଇଛି। ଆସନ୍ତାକାଲି ସକାଳ ୬ଟାରୁ ପାରାଦୀପ ବନ୍ଦରରୁ ମାଲ୍ ପରିବହନ ସ୍ୱାଭାବିକ ହେବ। ଅଚଳାବସ୍ଥା ଦୂର ନେଇ ଜଗତସିଂପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳ ହୋଇଛି। ବୈଠକରେ ପାରାଦୀପ ପୋର୍ଟ,ଡେପୁଟି ଚେୟରମ୍ୟାନ୍,ସି-ବେଜ୍ର ଭାଇସ୍ ପ୍ରେସିଡେଣ୍ଟ,ଓଡ଼ିଶା ଷ୍ଟିଭେଡର୍ସ ଆସୋସିଏସନ୍ ସଭାପତି, ଶ୍ରମିକ ସଂଗଠନ ନେତା ଓ ଅନ୍ୟ ୧୦ଟି ଆସୋସିଏସନ୍ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ପ୍ରଶାସନିକ ସ୍ତରରେ […]

paradeep

paradeep

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 09:53 AM IST

Sports

Latest News

paradeepପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦର ସମାଧାନ ହୋଇଛି। ଆସନ୍ତାକାଲି ସକାଳ ୬ଟାରୁ ପାରାଦୀପ ବନ୍ଦରରୁ ମାଲ୍ ପରିବହନ ସ୍ୱାଭାବିକ ହେବ। ଅଚଳାବସ୍ଥା ଦୂର ନେଇ ଜଗତସିଂପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ସଫଳ ହୋଇଛି। ବୈଠକରେ ପାରାଦୀପ ପୋର୍ଟ,ଡେପୁଟି ଚେୟରମ୍ୟାନ୍,ସି-ବେଜ୍ର ଭାଇସ୍ ପ୍ରେସିଡେଣ୍ଟ,ଓଡ଼ିଶା ଷ୍ଟିଭେଡର୍ସ ଆସୋସିଏସନ୍ ସଭାପତି, ଶ୍ରମିକ ସଂଗଠନ ନେତା ଓ ଅନ୍ୟ ୧୦ଟି ଆସୋସିଏସନ୍ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ ପ୍ରଶାସନିକ ସ୍ତରରେ ଯାହା ନିଷ୍ପତ୍ତି ନିଆଯିବ ତାକୁ ସମସ୍ତେ ମାନିବେ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos