ପ୍ରଶ୍ନ କାଳରେ ଉଠିଲା ପାରାଦୀପ ବନ୍ଦରରେ ମାଲ୍ ପରିବହନ ବିବାଦ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ମାଲପରିବହନ ବିବାଦକୁ ନେଇ ଶନିବାର ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା ହୋଇଥିଲା। ଶାସକ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଜାଣିବାକୁ ଚାହିଁଥିଲେ ଯେ ପାରାଦୀପ ବନ୍ଦରରେ ଯେଉଁ ଷ୍ଟିଭେଡର୍ସ ସଂସ୍ଥା ମାଲ ପରିବହନ କରୁଛନ୍ତି ତାଙ୍କୁ ନେଇ କେଉଁ ପରିସ୍ଥିତିରେ ବିବାଦ ଉପୁଜିଲା। ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ରମେଶ ମାଝି କହିଥିଲେ,“ ପାରାଦୀପ ବନ୍ଦରରେ ମାଲ ବୋଝେଇ ଓ ଖଲାସକୁ କେନ୍ଦ୍ର କରି ହୋଇଥିବା ବିବାଦ ଓ ଅଚଳାବସ୍ଥା ଦୂର କରିବା […]

majhi

majhi

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 11:39 AM IST

Sports

Latest News

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ମାଲପରିବହନ ବିବାଦକୁ ନେଇ ଶନିବାର ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା ହୋଇଥିଲା। ଶାସକ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଜାଣିବାକୁ ଚାହିଁଥିଲେ ଯେ ପାରାଦୀପ ବନ୍ଦରରେ ଯେଉଁ ଷ୍ଟିଭେଡର୍ସ ସଂସ୍ଥା ମାଲ ପରିବହନ କରୁଛନ୍ତି ତାଙ୍କୁ ନେଇ କେଉଁ ପରିସ୍ଥିତିରେ ବିବାଦ ଉପୁଜିଲା। ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ରମେଶ ମାଝି କହିଥିଲେ,“ ପାରାଦୀପ ବନ୍ଦରରେ ମାଲ ବୋଝେଇ ଓ ଖଲାସକୁ କେନ୍ଦ୍ର କରି ହୋଇଥିବା ବିବାଦ ଓ ଅଚଳାବସ୍ଥା ଦୂର କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ନେଇଛନ୍ତି। ଯେତେବେଳେ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଥାଏ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ କରାଯାଇ ସମସ୍ୟାର ସମାଧାନ କରାଯାଇଥାଏ। ପାରାଦୀପରେ ୪୫ଟି ଷ୍ଟିଭେଡର୍ସ ସଂସ୍ଥା ମାଲ ପରିବହନ କରୁଛନ୍ତି। ସେଥିମଧ୍ୟରୁ ୨୨ଟି ଓଡ଼ିଶାର ଓ ଅନ୍ୟ ୨୩ଟି ସଂସ୍ଥା ରାଜ୍ୟ ବାହରର। ଲାଇସେନ୍ସ ନେଇ ମାଲ ପରିବହନ କରୁଥିବା ରାଜ୍ୟ ବାହାରର ସଂସ୍ଥାମାନେ ଅନେକ ସମୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି। ବନ୍ଦର କର୍ତ୍ତୃପକ୍ଷ ଏବେ ସରକାରଙ୍କୁ ଜଣାଇଛନ୍ତି ଯେ ଏବେ ବନ୍ଦରରେ କୌଣସି ଅଶାନ୍ତିର ବାତାବାରଣ ନାହିଁ। ଭବିଷ୍ୟତରେ ଯଦି କିଛି ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ ସରକାର ତାହା ଉପରେ ବିହିତ ପଦକ୍ଷେପ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story