ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌ର ସ୍ଲାବ: ୨ ଗୁରୁତର

ପାରାଦୀପ: ପାରାଦୀପ-ହରିଦାସପୁର ରେଳ ଲାଇନ୍‌ ଉପରେ ନିର୍ମାଣାଧୀନ ଏକ ବ୍ରିଜ୍‌ର ସ୍ଲାବ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଜଣଙ୍କ ପଶ୍ଚିମବଙ୍ଗର ଉଜ୍ଜଳା ଦାଶ। ଘଟଣାଟି ଘଟିଛି ଭୂତମୁଣ୍ଡେଇ ନିକଟ ଟିକରପଙ୍ଗାଠାରେ। ଘଟଣା ପରେ ଜିଲ୍ଲାପାଳ ଡିଏଲ୍‌ଓଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଆହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି […]

paradeep

paradeep

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 07:19 PM IST

Sports

Latest News

ପାରାଦୀପ: ପାରାଦୀପ-ହରିଦାସପୁର ରେଳ ଲାଇନ୍‌ ଉପରେ ନିର୍ମାଣାଧୀନ ଏକ ବ୍ରିଜ୍‌ର ସ୍ଲାବ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ଜଣଙ୍କ ପଶ୍ଚିମବଙ୍ଗର ଉଜ୍ଜଳା ଦାଶ। ଘଟଣାଟି ଘଟିଛି ଭୂତମୁଣ୍ଡେଇ ନିକଟ ଟିକରପଙ୍ଗାଠାରେ।

ଘଟଣା ପରେ ଜିଲ୍ଲାପାଳ ଡିଏଲ୍‌ଓଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଆହତଙ୍କ ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ ଏନେଇ ପାରାଦୀପ-ହରିଦାସପୁର ରେଳ ଲାଇନ୍‌ ଏମ୍‌ଡିଙ୍କ ସହ କଥା ହୋଇଛନ୍ତି ଏବଂ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story