ପାରାଦୀପ ତୈଳ ବିଶୋଧନାଗାର ଶ୍ରେୟ ନେବାକୁ ବଢୁଛି ରାଜନୀତି

ଭୁବନେଶ୍ୱର: ଦିନକ ପରେ ପାରାଦୀପ ତୈଳ ବିଶୋଧନାଗାରକୁ ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବାକୁ ଆସୁଛନ୍ତି। ଲୋକାର୍ପଣ ଉତ୍ସବକୁ ନେଇ ବିଜେଡି-ବିଜେପି ପୋଷ୍ଟର ୱାର ଲାଗି ରହିଛି। ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ବେଳେ ଏବେ ଦୁଇ ଦଳ ରିଫାଇନାରୀ ପ୍ରତିଷ୍ଠାରେ କିଏ କେତେ ଟଙ୍କା ଖର୍ଚ୍ଚ କରିଛି ହିସାବ ଦେଇ ଶ୍ରେୟ ନେବାକୁ ଲଢେଇ କରୁଛନ୍ତି। ଅନ୍ୟପକ୍ଷେ ରିଫାଇନାରୀ ପ୍ରତିଷ୍ଠାରେ ତାଙ୍କ ଅବଦାନ ଅଧିକ ବୋଲି କଂଗ୍ରେସ ଦଳ ପକ୍ଷରୁ […]

Paradip Oil Refinery

Paradip Oil Refinery

Rakesh Mallick
  • Published: Friday, 05 February 2016
  • Updated: 05 February 2016, 05:28 PM IST

Sports

Latest News

ଭୁବନେଶ୍ୱର: ଦିନକ ପରେ ପାରାଦୀପ ତୈଳ ବିଶୋଧନାଗାରକୁ ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବାକୁ ଆସୁଛନ୍ତି। ଲୋକାର୍ପଣ ଉତ୍ସବକୁ ନେଇ ବିଜେଡି-ବିଜେପି ପୋଷ୍ଟର ୱାର ଲାଗି ରହିଛି। ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ବେଳେ ଏବେ ଦୁଇ ଦଳ ରିଫାଇନାରୀ ପ୍ରତିଷ୍ଠାରେ କିଏ କେତେ ଟଙ୍କା ଖର୍ଚ୍ଚ କରିଛି ହିସାବ ଦେଇ ଶ୍ରେୟ ନେବାକୁ ଲଢେଇ କରୁଛନ୍ତି। ଅନ୍ୟପକ୍ଷେ ରିଫାଇନାରୀ ପ୍ରତିଷ୍ଠାରେ ତାଙ୍କ ଅବଦାନ ଅଧିକ ବୋଲି କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି।

ରାଜ୍ୟ ସରକାର ପାରାଦୀପ ରିଫାଇନାରୀ ପାଇଁ କ’ଣ କ’ଣ କରିଛନ୍ତି ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ନେଇ ତଥ୍ୟ ଦେଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ପ୍ରକଳ୍ପ ପାଇଁ ୩ହଜାର ୩୪୫ ଏକର ଜମି ଦେଇଛନ୍ତି। ଏହାସହ ବିସ୍ଥାପିତ ୧୪୩ ପରିବାରଙ୍କୁ ଥଇଥାନ ଓ କ୍ଷତିପୂରଣ ବାବଦକୁ ୧ କୋଟି ୬୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ପ୍ରବେଶ ଓ ମୂଲ୍ୟଯୁକ୍ତ କର ବାବଦରେ ସରକାର ୪୭୫ କୋଟି ଟଙ୍କା ଛାଡ କରିଛନ୍ତି। ସେହିପରି ୨୦୧୬-୧୭ ଆର୍ଥିକବର୍ଷଠାରୁ ୧୧ ବର୍ଷ ପର୍ଯ୍ୟନ୍ତ କର ଟିକସ୍ ବାବଦକୁ ୭୬ହଜାର କୋଟି ଟଙ୍କା ଛାଡ କରାଯିବା ସହିତ ମୁଦ୍ରା ଅବମୂଲ୍ୟାନ ଯୋଗୁଁ ସରକାର ୨୪ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେହିପରି ବିଜେପି ପକ୍ଷରୁ ପ୍ରକଳ୍ପ ପାଇଁ କେନ୍ଦ୍ର ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଥିବା କୁହାଯାଇଛି। ଆଗକୁ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ପ୍ରକଳ୍ପରେ ୫୦ ହଜାର ଯୁବକ ନିଯୁକ୍ତି ପାଇବେ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, ବିଜୁ ବାବୁଙ୍କଠାରୁ ଆରମ୍ଭ କରି ନବୀନ ବାବୁଙ୍କ ପର୍ଯ୍ୟନ୍ତ କେନ୍ଦ୍ର ଉପରେ ଚାପ ପକାଇବା ଯୋଗୁଁ ଏହା ସମ୍ଭବ ହୋଇଛି। ଆମେ ଜମି, ପାଣି ଯୋଗଇ ଦେଇଛୁ। ଏହାସହ ଟ୍ୟାକ୍ସର ସହଯୋଗ ମଧ୍ୟ କରିଛୁ। ତେବେ ଯାଇ ରିଫାଇନାରୀ ପ୍ରତିଷ୍ଠା ସମ୍ଭବ ହୋଇଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ପ୍ରକଳ୍ପ ପ୍ରତିଷ୍ଠାର ଶ୍ରେୟ ସମସ୍ତଙ୍କର। କେନ୍ଦ୍ରର ନୁହେଁ କି ରାଜ୍ୟର ନୁହେଁ। ପ୍ରବାଦ ପୁରୁଷ ବିଜୁ ବାବୁ ହୁଅନ୍ତୁ କି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସେମାନଙ୍କ ଅବଦାନକୁ ଭୁଲି ହେବ ନାହିଁ। ସେହିପରି ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ଅବଦାନ ମଧ୍ୟ ବହୁତ ରହିଛି।

ଅନ୍ୟପକ୍ଷେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିବା ସହ ପ୍ରକଳ୍ପ ପଛରେ କଂଗ୍ରେସର ଅବଦାନ ରହିଛି ବୋଲି ଦାବି କରିଛି।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରିଫାଇନାରୀ ପ୍ରତିଷ୍ଠା ପାଇଁ ଜମି ଆଲଟମେଣ୍ଟ ଆମେ କରିଥିଲୁ। କଂଗ୍ରେସ ସରକାର ଅମଳରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଇଓସିଏଲ ହେବାରେ ବିଜେପି କି ବିଜେଡି ଦଳର କୌଣସି ଅବଦାନ ନାହିଁ। ସୁଖିଲାରେ ଏମାନେ ବାଳିଆ ମାଛ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story