ଫେରିଲେ ପାରଳା ମହାରାଜା

ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ଆଜି ଓଡ଼ିଶା ଫେରି ଆସିଛନ୍ତି। ତାଙ୍କୁ ଆଜି ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଛି। ତାଙ୍କ ସହିତ ତାଙ୍କ ଝିଅ କଲ୍ୟାଣୀ ମଧ୍ୟ ଆସିଛନ୍ତି। ଗତ ବର୍ଷ ଅଗଷ୍ଟ ୧୬ରୁ ସେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଏବେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ହେବ। ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କୁ ସିଧାସଳଖ ଆପୋଲୋ ହସ୍ପିଟାଲ୍ ନିଆଯାଇଥିଲା। କଲ୍ୟାଣୀ କହିଛନ୍ତି,“ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି।” […]

paralaraja

paralaraja

Rakesh Mallick
  • Published: Friday, 06 January 2017
  • Updated: 06 January 2017, 01:39 PM IST

Sports

Latest News

ଭୁବନେଶ୍ୱର: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ଆଜି ଓଡ଼ିଶା ଫେରି ଆସିଛନ୍ତି। ତାଙ୍କୁ ଆଜି ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଛି। ତାଙ୍କ ସହିତ ତାଙ୍କ ଝିଅ କଲ୍ୟାଣୀ ମଧ୍ୟ ଆସିଛନ୍ତି।

ଗତ ବର୍ଷ ଅଗଷ୍ଟ ୧୬ରୁ ସେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଏବେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ହେବ। ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କୁ ସିଧାସଳଖ ଆପୋଲୋ ହସ୍ପିଟାଲ୍ ନିଆଯାଇଥିଲା।

କଲ୍ୟାଣୀ କହିଛନ୍ତି,“ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story