ପାରଳା ଆତ୍ମହତ୍ୟା ଘଟଣା: ବିଧାୟକ ସୁରିୟା ରାଓଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଆଜି ବିଧାୟକ କେ. ସୁରିୟା ରାଓଙ୍କ ସମେତ ୯ ଜଣଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଛି। ଏମାନଙ୍କୁ ଆସନ୍ତା ସପ୍ତାହରେ ଜେରା କରାଯିବାର ସମ୍ଭାବନା ରହିଛି। ସୁଇସାଇଡ୍‌ ନୋଟ୍‌ ଓ ଏତଲାରେ ନାଁ ଥିବା ବ୍ୟକ୍ତିଙ୍କୁ ସମନ ଜାରି କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ସୂଚନା ମିଳିଛି। ଅଗଷ୍ଟ ୨୧ […]

surya-rao

surya-rao

Rakesh Mallick
  • Published: Friday, 30 September 2016
  • Updated: 30 September 2016, 06:48 PM IST

Sports

Latest News

surya-raoପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରାଜାଙ୍କ ପ୍ରତିଷ୍ଠାନର ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ୩ ଭାଇଭଉଣୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଆଜି ବିଧାୟକ କେ. ସୁରିୟା ରାଓଙ୍କ ସମେତ ୯ ଜଣଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଛି। ଏମାନଙ୍କୁ ଆସନ୍ତା ସପ୍ତାହରେ ଜେରା କରାଯିବାର ସମ୍ଭାବନା ରହିଛି।

ସୁଇସାଇଡ୍‌ ନୋଟ୍‌ ଓ ଏତଲାରେ ନାଁ ଥିବା ବ୍ୟକ୍ତିଙ୍କୁ ସମନ ଜାରି କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ସୂଚନା ମିଳିଛି।

ଅଗଷ୍ଟ ୨୧ ତାରିଖରେ ଏହି ଗଣ ଆତ୍ମହତ୍ୟା ଘଟିଥିଲା। କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରି ସୁଇସାଇଡ୍‌ ନୋଟ୍‌କୁ ଜବତ କରି ଯାଞ୍ଚ ପାଇଁ ଫୋରେନ୍‌ସିକ ଲାବକୁ ପଠାଇଥିଲା। ଯାଞ୍ଚ ରିପୋର୍ଟରେ ମୃତକଙ୍କ ହସ୍ତାକ୍ଷର ମ୍ୟାଚ୍‌ ହୋଇଥିବା ବେଳେ ଅନଙ୍ଗଙ୍କ ସାନ ଭାଇ ମାତ୍ରଧିକ ଔଷଧ ଖାଇଥିବାରୁ ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ  ରହିଥିଲା। ଏହି ଘଟଣା ପଦାକୁ ଆସିବା ପରେ ସୁଇସାଇଡ୍‌ ନୋଟ୍‌ରେ ଲେଖାଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story