ପାରଳା ମୃତ୍ୟୁ ଘଟଣା: ସୁଇସାଇଡ ନୋଟ୍‌ରେ ବିଧାୟକ, ରାଜନେତା, ଟିଭି ଚ୍ୟାନେଲଙ୍କ ନାମ

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ଘଟଣାରେ ସୁଇସାଇଡ୍‌ ନୋଟ୍‌ରୁ ଏକ ବଡ଼ ଖୁଲାସା ହୋଇଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ସୁଇସାଇଡାଲ ନୋଟ୍‌ରେ ସ୍ଥାନୀୟ ବିଧାୟକ କେ. ସୁରିୟା ରାଓଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସର ବହୁ ନେତାଙ୍କ ନାଁ ରହିଛି। ଏହାସହ ଏଥିରେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍‌ ଚ୍ୟାନେଲର ନାମ ମଧ୍ୟ ରହିଛି। ଏହି ବ୍ୟକ୍ତି ବିଶେଷ ଓ ନ୍ୟୁଜ୍‌ ଚ୍ୟାନେଲ୍‌ ସେମାନଙ୍କୁ […]

parala

parala

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 09:40 PM IST

Sports

Latest News

paralaପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ଘଟଣାରେ ସୁଇସାଇଡ୍‌ ନୋଟ୍‌ରୁ ଏକ ବଡ଼ ଖୁଲାସା ହୋଇଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ସୁଇସାଇଡାଲ ନୋଟ୍‌ରେ ସ୍ଥାନୀୟ ବିଧାୟକ କେ. ସୁରିୟା ରାଓଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସର ବହୁ ନେତାଙ୍କ ନାଁ ରହିଛି। ଏହାସହ ଏଥିରେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍‌ ଚ୍ୟାନେଲର ନାମ ମଧ୍ୟ ରହିଛି।

ଏହି ବ୍ୟକ୍ତି ବିଶେଷ ଓ ନ୍ୟୁଜ୍‌ ଚ୍ୟାନେଲ୍‌ ସେମାନଙ୍କୁ ଦିନରାତି ବଦନାମ କରିବା ସହ ଅପଦସ୍ତ କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି।

ମୃତକଙ୍କ ସୁଇସାଇଡ୍‌ ନୋଟ୍‌ରେ ଯେଉଁମାନଙ୍କ ନାଁ ରହିଛି, ସେମାନଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଡାକିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଆଜି ଅନଙ୍ଗ ମଞ୍ଜରୀ ଓ ତାଙ୍କ ୩ ଭାଇ, ଭଉଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରେ ୩ ଜଣଙ୍କର ବିଷକ୍ରିୟା ଓ ଜଣଙ୍କର ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି। କେଉଁ ବିଷ ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜାଣିବାକୁ ଭିସେରା ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି।

ସେହିପରି ଏସ୍‌ଆଇଟିର ୨ ଜଣିଆ ଟିମ୍‌ ଏମ୍‌କେସିଜିର ଏଫ୍‌ଏମ୍‌ଟି ବିଭାଗକୁ ଯାଇ ଅନଙ୍ଗ ମଞ୍ଜରୀଙ୍କ ସାନ ଭାଇ ଟୁଲୁର ଶବ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story