ପାରଳାଖେମୁଣ୍ଡି ପ୍ୟାଲେସ୍‌ ମାମଲା: ଏସ୍‌ଆଇଟିର ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ

କଟକ/ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ମ୍ୟାନେଜର ଓ ଅନ୍ୟ ତିନି ଜଣଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତା’ର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଆଜି କଟକ ଫେରି ଆସିଛି। କ୍ରାଇମବ୍ରାଞ୍ଚର ମୁଖ୍ୟକାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଟିମ୍ ତା’ର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ଟିମ୍‌ର ସଦସ୍ୟମାନେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସହିତ ଚେନ୍ନାଇ ଯିବାର କାର୍ଯ୍ୟକ୍ରମ ରହିଛି। ତଦନ୍ତ ସମୟରେ ଯିଏ ସନ୍ଦେହ […]

parala

parala

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 06:33 PM IST

Sports

Latest News

paralaକଟକ/ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜାଙ୍କ ମ୍ୟାନେଜର ଓ ଅନ୍ୟ ତିନି ଜଣଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତା’ର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଆଜି କଟକ ଫେରି ଆସିଛି। କ୍ରାଇମବ୍ରାଞ୍ଚର ମୁଖ୍ୟକାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଟିମ୍ ତା’ର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ଟିମ୍‌ର ସଦସ୍ୟମାନେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସହିତ ଚେନ୍ନାଇ ଯିବାର କାର୍ଯ୍ୟକ୍ରମ ରହିଛି। ତଦନ୍ତ ସମୟରେ ଯିଏ ସନ୍ଦେହ ଘେରକୁ ଆସିବ ତାକୁ ପଚରାଉଚରା କରିବାକୁ ଡକାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ପାରଳାଖେମୁଣ୍ଡିରେ ୬ ଦିନ ଧରି ତନାଘନା କରିଥିବା ଏସ୍‌ଆଇଟି ଟିମ୍‌ ଆଜି ଗଜପତି ସିଡିଏମ୍‌ଓଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲା। ଏହାସହ ପାରଳା ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲା। ପାରଳା ପ୍ୟାଲେସ୍‌ ସମ୍ମୁଖରେ ଲଗାଯାଇଥିବା ମହାରାଜାଙ୍କ ଭାଇବୋହୂଙ୍କ ଏକ ପୋଷ୍ଟରକୁ ଏସ୍‌ଆଇଟି ଟିମ୍‌ ଜବତ କରିଛି।

ଗତକାଲି ଟିମ୍‌ ସ୍ଥାନୀୟ ତହସିଲ ଅଫିସ୍‌କୁ ଯାଇ ମହାରାଜାଙ୍କ ଜମି କିଣାବିକାର ଯାଞ୍ଚ କରିଥିଲା। ୨୦୧୧ ଓ ୨୦୧୨ରେ ମହାରାଜା ଦୁଇଜଣ ମହିଳାଙ୍କୁ ଜମି ବିକ୍ରି କରିଥିବା ଏସ୍‌ଆଇଟି ଟିମ୍‌ ଜାଣିବାକୁ ପାଇଛି।

ଏହି ୬ ଦିନ ମଧ୍ୟରେ ଏସ୍‌ଆଇଟି ମହାରାଜାଙ୍କ ଝିଅ କଲ୍ୟାଣୀ, ପ୍ୟାଲେସ୍‌ର କର୍ମଚାରୀ ଓ ମୃତ ପୂର୍ବତନ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story