ପରମ୍ପରା ଅନୁସାରେ ଶୁଳିଆ ପୀଠରେ ପଡ଼ିବ ବଳି

ବଲାଙ୍ଗିର: ଆସନ୍ତା ୩ ତାରିଖରେ ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ଯାତ୍ରା ପୂର୍ବରୁ ବଳି ପକାଯିବାକୁ ନେଇ ସବୁବେଳେ ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ବାଦବି ବାଦ ଦେଖିବାକୁ ମିଳିଥାଏ। ତେବେ ଚିଳିତବର୍ଷ ଯାତ୍ରାରେ ପରମ୍ପରା ଅନୁସାରେ ବଳି ପକାଯିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଆଜି ବସିଥିବା ଜିଲ୍ଲା ଆଦିବାସୀ ସଂଘ ଓ ଶୁଳିଆ ଯାତ୍ରା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଷ୍ପତ୍ତି ପରେ ଖଇରଗୁଡା ସ୍ଥିତ ଶୁଳିଆ ପୀଠ ପୁଣି […]

sulia

sulia

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 02:58 PM IST

ବଲାଙ୍ଗିର: ଆସନ୍ତା ୩ ତାରିଖରେ ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ଯାତ୍ରା ପୂର୍ବରୁ ବଳି ପକାଯିବାକୁ ନେଇ ସବୁବେଳେ ପ୍ରଶାସନ ଓ ଯାତ୍ରା କମିଟି ମଧ୍ୟରେ ବାଦବି ବାଦ ଦେଖିବାକୁ ମିଳିଥାଏ। ତେବେ ଚିଳିତବର୍ଷ ଯାତ୍ରାରେ ପରମ୍ପରା ଅନୁସାରେ ବଳି ପକାଯିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି। ଆଜି ବସିଥିବା ଜିଲ୍ଲା ଆଦିବାସୀ ସଂଘ ଓ ଶୁଳିଆ ଯାତ୍ରା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ନିଷ୍ପତ୍ତି ପରେ ଖଇରଗୁଡା ସ୍ଥିତ ଶୁଳିଆ ପୀଠ ପୁଣି ରକ୍ତରଞ୍ଜିତ ହେବା ନିଶ୍ଚିତ ହୋଇଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ ବଳି ବନ୍ଦ ଲାଗି ଯଥା ସମ୍ଭବ ଉଦ୍ୟମ କରାଯାଉଛି। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story