ବାଲେଶ୍ୱର: ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ

ବାଲେଶ୍ୱର: ଧାମରାରେ ରବିବାର ହୋଇଥିବା ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଲ ହୋଇଛି। ଡକ୍ଟର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଥିଲା। ସକାଳ ୯ଟା ୪୬ରେ ଏହି ପରୀକ୍ଷଣ କରାଯାଇଥିଲା। ଚାନ୍ଦିପୁର ଆଇଟିଆରର ୩ନଂ ଲଞ୍ଚ୍ ପ୍ୟାଡରୁ ଇଲୋକ୍ଟ୍ରୋନିକ୍ ଟାର୍ଗେଟ ଛଡ଼ାଇ ଯାଇଥିଲା। ସେପଟେ କଲାମ ଆଇଲ୍ୟାଣ୍ଡର ୪ନଂ ଲଞ୍ଚପ୍ୟାଡରୁ ଇଣ୍ଟରସେପଟର୍ ଲଞ୍ଚ୍ କରାଯାଇଥିଲା। ରାଡାର ସିଗନାଲ୍ ମାଧ୍ୟମରେ ଟାର୍ଗେଟର ଗତି ଓ ଦିଗକୁ ଟ୍ରାକ୍ କରି ବାୟୁମଣ୍ଡଳର ୧୫ରୁ ୨୦ କିଲୋମିଟର ମଧ୍ୟରେ ଏହା ଟାର୍ଗେଟକୁ […]

baleswar1

baleswar1

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 05:47 PM IST

Sports

Latest News

ବାଲେଶ୍ୱର: ଧାମରାରେ ରବିବାର ହୋଇଥିବା ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଲ ହୋଇଛି। ଡକ୍ଟର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଥିଲା। ସକାଳ ୯ଟା ୪୬ରେ ଏହି ପରୀକ୍ଷଣ କରାଯାଇଥିଲା। ଚାନ୍ଦିପୁର ଆଇଟିଆରର ୩ନଂ ଲଞ୍ଚ୍ ପ୍ୟାଡରୁ ଇଲୋକ୍ଟ୍ରୋନିକ୍ ଟାର୍ଗେଟ ଛଡ଼ାଇ ଯାଇଥିଲା। ସେପଟେ କଲାମ ଆଇଲ୍ୟାଣ୍ଡର ୪ନଂ ଲଞ୍ଚପ୍ୟାଡରୁ ଇଣ୍ଟରସେପଟର୍ ଲଞ୍ଚ୍ କରାଯାଇଥିଲା। ରାଡାର ସିଗନାଲ୍ ମାଧ୍ୟମରେ ଟାର୍ଗେଟର ଗତି ଓ ଦିଗକୁ ଟ୍ରାକ୍ କରି ବାୟୁମଣ୍ଡଳର ୧୫ରୁ ୨୦ କିଲୋମିଟର ମଧ୍ୟରେ ଏହା ଟାର୍ଗେଟକୁ ହିଟ୍ କରିଥିଲା। ଏହି ପରୀକ୍ଷଣର ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ କୋଣାର୍କ ଓ ପାରାଦ୍ୱୀପରେ ସମୁଦ୍ର ଭିତରେ ଭିନ୍ନ ଭିନ୍ନ ସ୍ଥାନାରେ ରାଡାର ଖଞ୍ଜା ଯାଇଥିଲା। ସମୁଦ୍ର ପତ୍ତନର ୩୦ କିଲୋମିଟର ଉଚ୍ଚତା ମଧ୍ୟରେ ଟାର୍ଗେଟକୁ ହିଟ୍ କରିବା ପାଇଁ ଆଡଭାନ୍ସଡ ଏୟାର ଡିଫେନ୍ସ ଇଣ୍ଟରସେପ୍ଟରର କ୍ଷମତା ରହିଛି। କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟରକୁ ଚାନ୍ଦିପୁରରୁ ପ୍ରଥମେ ୨୦୦୬ ମସିହା ନଭେମ୍ୱର ୨୬ ତାରିଖରେ ପରୀକ୍ଷା କରାଯାଇଥିଲା।

-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story