ଜୋର ଧରିଲା ପିସିସି ପରିବର୍ତ୍ତନ କସରତ: ସଭାପତି ପାଇଁ ଭକ୍ତଙ୍କ ନାଁ ଚର୍ଚ୍ଚା ପରେ ନିରଞ୍ଜନ ଗୋଷ୍ଠୀର ମେଳି

ଭୁବନେଶ୍ୱର: ପିସିସି ସଭାପତି ପାଇଁ ଭକ୍ତ ଦାସଙ୍କ ନାଁଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ କଂଗ୍ରେସ୍ ବିଧାୟକ କ୍ୟାମ୍ପରେ ଛନକା। ପିସିସି ସଭାପତି ଦୌଡ଼ରେ ସେ ନିଜେ ଥିବା ନେଇ ଭକ୍ତ ଦାସଙ୍କ ଏହି ମନ୍ତବ୍ୟ ପରେ ସରଗରମ ରାଜ୍ୟ କଂଗ୍ରେସ୍ ରାଜନୀତି। ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ପାଇଁ ବିରୋଧୀ ଦଳ ନେତାଙ୍କ ବାସଭବନରେ ଆଜି ଏକାଠି ହୋଇଛନ୍ତି ନିରଞ୍ଜନ ଗୋଷ୍ଠୀର ବିଧାୟକ ଓ ବରିଷ୍ଠ ନେତା। ଯେଉଁମାନଙ୍କ ମଧ୍ୟରେ ଥିଲେ  ବିରୋଧୀ ଦଳ […]

niranjan

niranjan

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 06:47 PM IST

Sports

Latest News

ଭୁବନେଶ୍ୱର: ପିସିସି ସଭାପତି ପାଇଁ ଭକ୍ତ ଦାସଙ୍କ ନାଁଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ କଂଗ୍ରେସ୍ ବିଧାୟକ କ୍ୟାମ୍ପରେ ଛନକା। ପିସିସି ସଭାପତି ଦୌଡ଼ରେ ସେ ନିଜେ ଥିବା ନେଇ ଭକ୍ତ ଦାସଙ୍କ ଏହି ମନ୍ତବ୍ୟ ପରେ ସରଗରମ ରାଜ୍ୟ କଂଗ୍ରେସ୍ ରାଜନୀତି। ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ପାଇଁ ବିରୋଧୀ ଦଳ ନେତାଙ୍କ ବାସଭବନରେ ଆଜି ଏକାଠି ହୋଇଛନ୍ତି ନିରଞ୍ଜନ ଗୋଷ୍ଠୀର ବିଧାୟକ ଓ ବରିଷ୍ଠ ନେତା। ଯେଉଁମାନଙ୍କ ମଧ୍ୟରେ ଥିଲେ  ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହୀନିପତି, ବିଧାୟକ ନବ ଦାସ, ଦେବେନ୍ଦ୍ର ଶର୍ମା, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଅନନ୍ତ ସେଠୀ, ଗଣେଶ୍ୱର ବେହେରା ପ୍ରମୁଖ ଏଥିରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ବାହାନାରେ ମଙ୍ଗୁଆଳ ବଦଳ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି। ସଭାପତି ଦୌଡ଼ରେ ନିରଞ୍ଜନ ଓ ଭକ୍ତ ଆଗରେ ଥିବା ବେଳେ, ଶ୍ରୀକାନ୍ତ ଜେନା ବି ଦାବିଦାର କହି ପ୍ରସଙ୍ଗକୁ ରୋଚକ କରିଛନ୍ତି ବରିଷ୍ଠ ନେତା ଶରତ ରାଉତ। ପିସିସି ସଭାପତି ଥିବା ପ୍ରସାଦ କ୍ୟାମ୍ପ ଓ ବିଧାୟକ ଦଳ ମଧ୍ୟରେ ଲାଗି ରହିଛି କଳି । ପ୍ରଭାରୀ ବି.କେ.ହରିପ୍ରସାଦଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ବିଧାୟକମାନେ । କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ ପାଇଁ ବିରୋଧୀ ରାଷ୍ଟ୍ରପତି ପାର୍ଥୀ ମୀରା କୁମାରଙ୍କ ଓଡିଶା ଗସ୍ତ ବାତିଲ ହେଲା ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story