ଛାନିଆ କଲା ଚକଡ଼ା: ରବିବାରିଆ ବୈଠକ ପାଇଁ ଖୋଲିଲା ସଚିବାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚକଡ଼ା ପୋକର ପ୍ରାଦୁର୍ଭାବ ନେଇ ଚାଷୀକୁଳ ହନ୍ତସନ୍ତ। ଏହାକୁ ନେଇ ସାରାରାଜ୍ୟରେ ତୁମ୍ବିତୋଫାନ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ରବିବାର ସତ୍ତ୍ୱେ ଜିଲ୍ଲାରୁ ସଚିବାଳୟ ଯାଏଁ ବସିଛି ଘନଘନ ବୈଠକ। ମାରାଥନ୍ ମିଟିଂ ପରେ ସରକାର ସ୍ୱୀକାର କରିଛନ୍ତି ଚକଡା ପୋକ ଦ୍ୱାରା ଫସଲ ନଷ୍ଟ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଇନପୁଟ୍ ସବ୍‌ସିଡି ଢାଞ୍ଚାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ। ଏଥିସହ ଚାଷୀଙ୍କୁ ସଚେତନ କରିବା ପାଇଁ ଗାଁ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମ […]

chakada

chakada

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚକଡ଼ା ପୋକର ପ୍ରାଦୁର୍ଭାବ ନେଇ ଚାଷୀକୁଳ ହନ୍ତସନ୍ତ। ଏହାକୁ ନେଇ ସାରାରାଜ୍ୟରେ ତୁମ୍ବିତୋଫାନ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ରବିବାର ସତ୍ତ୍ୱେ ଜିଲ୍ଲାରୁ ସଚିବାଳୟ ଯାଏଁ ବସିଛି ଘନଘନ ବୈଠକ। ମାରାଥନ୍ ମିଟିଂ ପରେ ସରକାର ସ୍ୱୀକାର କରିଛନ୍ତି ଚକଡା ପୋକ ଦ୍ୱାରା ଫସଲ ନଷ୍ଟ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଇନପୁଟ୍ ସବ୍‌ସିଡି ଢାଞ୍ଚାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ। ଏଥିସହ ଚାଷୀଙ୍କୁ ସଚେତନ କରିବା ପାଇଁ ଗାଁ ଗାଁରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।

ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍ ପଏର ଗାଁର ଚାଷୀ ହରିସିଂ ଶବର କରଜ କରି ଦେଢ଼ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଫସଲରେ ଚରିଗଲା ଚକଡ଼ା ପୋକ। କ୍ଷେତ ସାରା ସାଲୁବାଲୁ ଚକ଼ଡ଼ା ପୋକ। ମହାମାରୀ ଭଳି ବ୍ୟାପୀ ଚାଲିଛି ଏହି ସର୍ବଗ୍ରାସୀ ପୋକ। ଏବେ ପରିବାର କେମିତି ଭରଣପୋଷଣା କରିବେ ସେହି ଚିନ୍ତାରେ ହରିସିଂ। ସେହିପରି କଳାହାଣ୍ଡି ଜିଲ୍ଲା ଦେପରୁର ଚାଷୀ ଛେଲିଆ ପାତ୍ରଙ୍କର ବି ସମଦଶା। ଚକଡ଼ା ଉଜାଡ଼ି ଦେଇଛି ୨ ଏକର ଫସଲ। କେବଳ ଏ ଦୁଇ ଚାଷୀଙ୍କ ଜମି ନୁହେଁ, ୯ଟି ଜିଲ୍ଲାରେ ୧ଲକ୍ଷ ୭୮ ହଜାର ହେର ଚାଷ ଜମି ଚକଡ଼ା ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୧ଲକ୍ଷ ୧୨ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି।

ଚକଡ଼ା ଚକ୍ରବ୍ୟୂହରେ ଚାଷୀ। ସର୍ବସ୍ୱାନ୍ତ ହେବାପରେ ସରକାରଙ୍କ ନିଦ ଭାଙ୍ଗିଛି। ରବିବାର ଛୁଟି ସତ୍ତ୍ୱେ ଜିଲ୍ଲାରୁ ସଚିବାଳୟ ଯାଏଁ ବସିଥିଲା ଘନଘନ ଜରୁରୀ ବୈଠକ। ଉନ୍ନୟନ କମିଶନ ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୃଷି, ରାଜସ୍ୱ, ସମବାୟ, ଖାଦ୍ୟଯୋଗାଣ, ଅର୍ଥ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କଠାରୁ ଚାଷ ସ୍ଥିତି ବୁଝିଥିଲେ।

ଉନ୍ନୟନ କମିଶନର ଆର୍.ବାଲକ୍ରିଷ୍ଣନ କହିଛନ୍ତି-“ପୋକ ଲାଗିଥିବାରୁ କେତେକ ସ୍ଥାନରେ ଚାଷୀ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥିତି ବର୍ତ୍ତମାନ ଆୟତ୍ତରେ ରହିଛି। ଚାଷୀମାନଙ୍କ ମଧ୍ୟରେ ବ୍ୟପକ ସଚେତନତା କରାଯିବ।”

ବୈଠକ ପରେ ଏସ୍ଆରସି ବିଷ୍ଣୁପଦ ସେଠୀ କହିଛନ୍ତି-“ଚକଡ଼ା ପୋକ ଆକ୍ରମଣ ଏକ ପାକୃତିକ ବିପର୍ଯ୍ୟୟ। ରିଲିଫ୍ କୋଡ୍ ଅନୁସାରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ମରୁଡ଼ି ପାଇଁ ଇନପୁଟ୍ ସବସିଡି ଢ଼ାଞ୍ଚାରେ ସହାୟତା ପ୍ରଦାନ କରାଯିବ। ଅଣଜଳସେଚିତ ଜମିରେ ହେକ୍ଟର ପିଛା ୬୮୦୦ ଓ ଜଳସେଚିତ ଜମିରେ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ। ଏହାବ୍ୟତୀତ ଚାଷୀଙ୍କୁ ବ୍ୟାପକ ସଚେତନ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲା ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀ, ଫାରମର୍ସ କ୍ଲବ ଓ ଅନ୍ୟ ବିଭାଗର ଅଧିକାରୀମାନେ ଗ୍ରାଉଣ୍ଡକୁ ଯାଇ କିଭଳି କୀଟନାଶକ ସିଞ୍ଚନ କରିବେ, ଚାଷ ଜମିରେ ନିଆଁ ନଗାଇବା ନେଇ ସଚେତନ କରିବେ।”

ଚକଡ଼ା ପୋକ ଦ୍ୱାରା ଫସନହାନୀ ନେଇ ଆସନ୍ତାକଲି ଅପରାହ୍ନରେ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତା’ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ୍ ବୈଠକ ମଧ୍ୟ ବସିବ। ଏହାପରେ ଚକଡା ପୋକ ଦ୍ୱରା କ୍ଷତିଗସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story