ଅଣ୍ଡାରେ କୀଟନାଶକ: ୟୁରୋପ ବଜାର ହଲଚଲ, ଲକ୍ଷ ଲକ୍ଷ କୁକୁଡ଼ାକୁ ହତ୍ୟା

ନୂଆଦିଲ୍ଲୀ: ଅଣ୍ଡାରେ ବିଷ । କୁକୁଡ଼ା ଅଣ୍ଡାରେ କୀଟନାଶକ।  ୟୁରୋପ ବଜାରରରେ ହଇଚଇ। ଅଣ୍ଡାରେ ରସାୟନ ଫିପ୍ରୋଲିନ୍‌ ମିଶିଥିବା ଜଣାପଡ଼ିବା ପରେ ସମଗ୍ର ଇୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଏନେଇ ନେଦରଲାଣ୍ଡରେ ଲକ୍ଷ ଲକ୍ଷ କୁକୁଡ଼ାଙ୍କୁ ମାରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନେଦରଲାଣ୍ଡର କୁକୁଡା ବ୍ୟବସାୟୀଙ୍କ ସଂଗଠକ ଏଲଟିଓ କହିଛି ଯେ,ଏହି ମାମଲାରେ ବେଲଜିୟମକୁ ସଫେଇ ଦେବା ଉଚିତ। ସେପଟେ ଅଣ୍ଡାରେ ଫିପ୍ରୋଲିନ୍‌  ଥିବା ଆଶଙ୍କା କରି  ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ସ୍ୱିଡେନ୍ ଏବଂ ସୁଇଜରଲାଣ୍ଡର […]

Food scandal around the eggs contaminated with the insecticide Fipronil.

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 05:53 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡାରେ ବିଷ । କୁକୁଡ଼ା ଅଣ୍ଡାରେ କୀଟନାଶକ।  ୟୁରୋପ ବଜାରରରେ ହଇଚଇ। ଅଣ୍ଡାରେ ରସାୟନ ଫିପ୍ରୋଲିନ୍‌ ମିଶିଥିବା ଜଣାପଡ଼ିବା ପରେ ସମଗ୍ର ଇୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଏନେଇ ନେଦରଲାଣ୍ଡରେ ଲକ୍ଷ ଲକ୍ଷ କୁକୁଡ଼ାଙ୍କୁ ମାରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନେଦରଲାଣ୍ଡର କୁକୁଡା ବ୍ୟବସାୟୀଙ୍କ ସଂଗଠକ ଏଲଟିଓ କହିଛି ଯେ,ଏହି ମାମଲାରେ ବେଲଜିୟମକୁ ସଫେଇ ଦେବା ଉଚିତ। ସେପଟେ ଅଣ୍ଡାରେ ଫିପ୍ରୋଲିନ୍‌  ଥିବା ଆଶଙ୍କା କରି  ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ସ୍ୱିଡେନ୍ ଏବଂ ସୁଇଜରଲାଣ୍ଡର ସୁପର ବଜାରରୁ ଲକ୍ଷ ଲକ୍ଷ ଅଣ୍ଡାକୁ ହଟାଇ ଦିଆଯାଇଛି। ଅର୍ଥାତ ଏ ସବୁ ଦେଶରେ ଅଣ୍ଡା ବିକ୍ରି ଏକରକମ ବନ୍ଦ ହୋଇଯାଇଛି।  ଏହି କୀଟନାସକ ମାଛି ମାରିବା ପାଇଁ ବ୍ୟବହାର କରାଯାଏ।  ହେଲେ ଏହାକୁ ମଣିଷ ଏବଂ ପଶୁଙ୍କ ଲାଗି ବ୍ୟବହାର ଉପଯୋଗୀ ନୁହଁ। ବିଶ୍ୱ  ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଶାରେ ଏହି କୀଟନାଶକ ଶରୀର ପାଇଁ ସମ୍ପୂର୍ଣ୍ଣ ହାନିକାରକ। ଏହା ମଣିଷର କିଡନୀ, ଲିଭର ଓ ଥାଇରଏଡ୍ ଗ୍ଲାଣ୍ଡ ଉପରେ କୁପ୍ରଭାବ ପକାଇପାରେ।

ନେଦରଲାଣ୍ଡର କୃଷି ସଂଗଠନ ଏଲଟିଓର କହିବା  ଅନୁଯାୟୀ ସେଠାକାର  ୧୫୦ଟି କମ୍ପାନୀରେ ବର୍ତ୍ତମାନ ସୁଧା ୩ ଲକ୍ଷରୁ ଅଧିକ କୁକୁଡାକୁ ମରାସରିଲାଣି। ଆବଶ୍ୟକ ପଡ଼ିଲେ ସଂକ୍ରମିତ ହୋଇଥିବା ସବୁ କୁକୁଡ଼ାକୁ ମରାଯିବ ବୋଲି ଏଲଟିଓ ପକ୍ଷରୁ କୁହାଯାଇଛି।  ବେଲଜିୟମର କୃଷିମନ୍ତ୍ରୀ ସେଠାକାର ଖାଦ୍ୟ ସୁର‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍‍କ୍ଷା ଏଜେନ୍ସିକୁ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। କାରଣ ଅଣ୍ଡାରେ କୀଟନାସକ ଥିବା ଜାଣି ମଧ୍ୟ ପଡୋଶୀ ଦେଶକୁ  ଜଣାଇଯାଇ ନ ଥବାରୁ ବେଲଜିମ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଣ୍ଡାରେ କୀଟନାଶକ ଥିବା ଜାଣି ସୁଦ୍ଧା ପଡ଼ୋଶୀ ରାଷ୍ଟ୍ରକୁ ଅବଗତ କରାଯାଇ ନ ଥିବାରୁ ବେଲଜିୟମ ଉପରେ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବେଲଜିୟଳକୁ  ଜର୍ମାନୀ ଏବଂ ନେଦରଲଣ୍ଡ ସରକାର ସ୍ପଷ୍ଟୀକରଣ ମାଗିଛନ୍ତି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story