ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍, ୨ ମୃତ, ୨ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟ ଦେବର୍ତ୍ତାପଶିଠାରେ ଆଜି ଏକ ଟ୍ରକ  ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ଧକ୍କା ଦେବାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହି ଦୁର୍ଘଟଣାରେ ୪ ଟି ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।  

aciident

aciident

Rakesh Mallick
  • Published: Friday, 25 November 2016
  • Updated: 25 November 2016, 03:20 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟ ଦେବର୍ତ୍ତାପଶିଠାରେ ଆଜି ଏକ ଟ୍ରକ  ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ଧକ୍କା ଦେବାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହି ଦୁର୍ଘଟଣାରେ ୪ ଟି ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos