ଜିଏସ୍‌ଟିରେ ପେଟ୍ରୋଲ ଅନ୍ତର୍ଭୁକ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ ଯାତ ସାମଗ୍ରୀରୁ ଭାଟ ଓ ସେଣ୍ଟ୍ରାଲ ଏକ୍ସାଇଜ ପ୍ରତ୍ୟାହାର କରି ଜିଏସ୍‌ଟିରେ ସାମିଲ କରିବା ନେଇ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ସେଚ୍ଛାସେବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଆଗତ ମାମଲାରେ କେନ୍ଦ୍ର ସରକାରଙ୍କ ସହ କ୍ୟାବିନେଟ୍ ସଚିବ, ପେଟ୍ରୋଲିୟମ ସଚିବ, ଅର୍ଥ ସଚିବ, ଅର୍ଥମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ବିପିସିଏଲ୍, ଆଇଓସିଏଲ୍, ଏଚ୍‌ପିସିଏଲ୍ ଅଧ୍ୟକ୍ଷଙ୍କୁ ପକ୍ଷଭୁତ କରାଯାଇଛି। ପେଟ୍ରୋଲିୟମ ଯାତ ଦ୍ରବ୍ୟରୁ ସେଣ୍ଟ୍ରାଲ ଏକ୍ସାଇଜ୍ ହଟାଯାଇ ଜିଏସ୍‌ଟିର […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ ଯାତ ସାମଗ୍ରୀରୁ ଭାଟ ଓ ସେଣ୍ଟ୍ରାଲ ଏକ୍ସାଇଜ ପ୍ରତ୍ୟାହାର କରି ଜିଏସ୍‌ଟିରେ ସାମିଲ କରିବା ନେଇ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ସେଚ୍ଛାସେବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଆଗତ ମାମଲାରେ କେନ୍ଦ୍ର ସରକାରଙ୍କ ସହ କ୍ୟାବିନେଟ୍ ସଚିବ, ପେଟ୍ରୋଲିୟମ ସଚିବ, ଅର୍ଥ ସଚିବ, ଅର୍ଥମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ବିପିସିଏଲ୍, ଆଇଓସିଏଲ୍, ଏଚ୍‌ପିସିଏଲ୍ ଅଧ୍ୟକ୍ଷଙ୍କୁ ପକ୍ଷଭୁତ କରାଯାଇଛି। ପେଟ୍ରୋଲିୟମ ଯାତ ଦ୍ରବ୍ୟରୁ ସେଣ୍ଟ୍ରାଲ ଏକ୍ସାଇଜ୍ ହଟାଯାଇ ଜିଏସ୍‌ଟିର ସର୍ବନିମ୍ନ ସ୍ଲାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ ହୋଇଛି। ପେଟ୍ରୋଲିୟମଜାତ ସାମଗ୍ରୀର ଦର ନିୟନ୍ତ୍ରଣ ହେଲେ ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ପଆଇଏଲ୍‌ରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story