ପିପିଲି ଗଣ ବଳାତ୍କାର ମାମଲା: ତଦନ୍ତ ରିପୋର୍ଟ ଦାଖଲ କଲେ ଜଷ୍ଟିସ ପି.କେ ମହାନ୍ତି କମିଶନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପିପିଲି ଗଣ ବଳାତ୍କାର ମାମଲାରେ ବୁଧବାର ତଦନ୍ତ ରିପୋର୍ଟ  ଦାଖଲ କରିଛନ୍ତି ଜଷ୍ଟିସ ପି.କେ. ମହାନ୍ତି କମିଶନ। କମିଶନ ତାଙ୍କ ତଦନ୍ତ ରିପୋର୍ଟକୁ ଗୃହ ସଚିବଙ୍କ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟରେ ଚିକିତ୍ସାରେ ଅବହେଳା ଓ ପୋଲିସ୍ ନିଷ୍କ୍ରିୟତା ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ କମିଶନ ଦାୟୀ କରିଛନ୍ତି। ୪ବର୍ଷ ପରେ ବହୁଚର୍ଚ୍ଚିତ ପିପିଲି ଛାତ୍ରୀ ଗଣ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ୪୦୦ରୁ ଅଧିକ ପୃଷ୍ଠା […]

pipile

pipile

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 02:31 PM IST

Sports

Latest News

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପିପିଲି ଗଣ ବଳାତ୍କାର ମାମଲାରେ ବୁଧବାର ତଦନ୍ତ ରିପୋର୍ଟ  ଦାଖଲ କରିଛନ୍ତି ଜଷ୍ଟିସ ପି.କେ. ମହାନ୍ତି କମିଶନ। କମିଶନ ତାଙ୍କ ତଦନ୍ତ ରିପୋର୍ଟକୁ ଗୃହ ସଚିବଙ୍କ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟରେ ଚିକିତ୍ସାରେ ଅବହେଳା ଓ ପୋଲିସ୍ ନିଷ୍କ୍ରିୟତା ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ କମିଶନ ଦାୟୀ କରିଛନ୍ତି।

୪ବର୍ଷ ପରେ ବହୁଚର୍ଚ୍ଚିତ ପିପିଲି ଛାତ୍ରୀ ଗଣ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ୪୦୦ରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟରେ ବିଭିନ୍ନ ପ୍ରସଙ୍ଗକୁ ବ୍ୟାପକ ଭାବେ ତର୍ଜମା କରାଯାଇଛି। ଟର୍ମସ୍ ଅଫ୍ ରେଫରେନ୍ସ ଅନୁଯାୟୀ ପୀଡ଼ିତାଙ୍କୁ ଚିକିତ୍ସା ଯୋଗାଇବାରେ କୌଣସି ଅବହେଳା ହୋଇଥିଲା ନା ନାହିଁ ଏବଂ ପୋଲିସ୍ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ନା ନାହିଁ ସେ ନେଇ କମିଶନ ତାଙ୍କ ରିପୋର୍ଟରେ ମତ ରଖିବା ସହ  କିଛି ବ୍ୟକ୍ତି ବିଶେଷଙ୍କୁ ଦାୟୀ କରିଥିବା ଜଣାପଡ଼ିଛି। ସେହିପରି ଘଟଣାରେ କୌଣସି ରାଜନୈତିକ ପୃଷ୍ଠପୋଷକତା ଥିଲା ନା ନାହିଁ ସେ ପ୍ରସଙ୍ଗରେ ମଧ୍ୟ କମିଶନ ବ୍ୟାପକ ତର୍ଜମା କରିଛନ୍ତି।

ପକ୍ଷଭୁକ୍ତ ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି, “ପ୍ରତିପକ୍ଷମାନେ ସବୁ ପ୍ରସଙ୍ଗରେ  ତଥ୍ୟ ପ୍ରମାଣ ସହିତ କମିଶନଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରିଛନ୍ତି।ଆମେ ଆଶା କରୁଛୁ ତଦନ୍ତ କମିଶନ ୪୦୦ରୁ ଅଧିକ  ପୃଷ୍ଠାର ଯେଉଁ ରିପୋର୍ଟ ପ୍ରଦାନ  କରିଛନ୍ତି ଏଥିରେ ସେସବୁ ପ୍ରସଙ୍ଗ ସ୍ଥାନ ପାଇଥିବ।”

୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପିପିଲି ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ପରେ ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ୨୦୧୨ ମସିହା ଜାନୁଆରୀ ୧୩ ତାରିଖରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିଥିଲେ। ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ କମିଶନଙ୍କୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ କମିଶନଙ୍କ କାର୍ଯ୍ୟକାଳ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଥିଲା। ଘଟଣାର ତଦନ୍ତ ବେଳେ କମିଶନଙ୍କ ନିକଟରେ ୧୦୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା। ମୋଟ ୧୧୦ଟି ଶୁଣାଣିରେ ୭୦ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କମିଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story