ଯୁକ୍ତ ଦୁଇ ନାମ ଲେଖା: ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକା ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ଏହି କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ବିଜେବି କଲେଜରେ ବିଜ୍ଞାନରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍ ମାର୍କ ୯୧.୩୩ ପ୍ରତିଶତ ରହିଥିବା ବେଳେ କଳାରେ ୭୨.୩୩ ଓ ବାଣିଜ୍ୟରେ ୮୧.୭୬ ପ୍ରତିଶତ ରହିଛି। ରମାଦେବୀ କଲେଜରେ ବିଜ୍ଞାନରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ୮୫.୩୩ ପ୍ରତିଶତ […]

student

student

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 12:04 PM IST

Sports

Latest News

cutofଭୁବନେଶ୍ୱର: ଯୁକ୍ତ ଦୁଇ ନାମ ଲେଖା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ତାଲିକା ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ରେ ଏହି କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି। ବିଜେବି କଲେଜରେ ବିଜ୍ଞାନରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍ ମାର୍କ ୯୧.୩୩ ପ୍ରତିଶତ ରହିଥିବା ବେଳେ କଳାରେ ୭୨.୩୩ ଓ ବାଣିଜ୍ୟରେ ୮୧.୭୬ ପ୍ରତିଶତ ରହିଛି।

ରମାଦେବୀ କଲେଜରେ ବିଜ୍ଞାନରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ୮୫.୩୩ ପ୍ରତିଶତ ରହିଥିବା ବେଳେ କଳାରେ ୬୮.୮୩ ଓ ବାଣିଜ୍ୟରେ କଟ୍‌ଅଫ୍ ମାର୍କ ରହିଛି  ୬୬.୩୩ ପ୍ରତିଶତ।

ରେଭେନ୍ସା ଜୁନିଅର କଲେଜରେ ବିଜ୍ଞାନରେ ନାମଲେଖା ପାଇଁ କଟ୍‌ଅଫ୍‌ ରହିଛି ୯୧.୩୩ ପ୍ରତିଶତ,କଳାରେ ୭୦.୩୩ ଓ ବାଣିଜ୍ୟରେ ୭୮.୮୩ ପ୍ରତିଶତ ମାର୍କ ରହିଛି।

ବେସିକ୍ ସାଇନ୍ସ କଲେଜରେ ନାମଲେଖା ପାଇଁ ବିଜ୍ଞାନରେ  ୮୮.୮୫ ପ୍ରତିଶତ ରହିଛି।

ପୁରୀ ଏସ୍‌ସିଏସ୍‌ କଲେଜରେ ବିଜ୍ଞାନରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍ ମାର୍କ ୭୫ ପ୍ରତିଶତ, କଳାରେ ୬୬.୮୩  ଓ ବାଣିଜ୍ୟରେ ରହିଛି ୬୦.୬୭ ପ୍ରତିଶତ।

ସମ୍ୱଲପୁର ଗଙ୍ଗାଧର ମେହେର କଲେଜରେ ବିଜ୍ଞାନରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ଅଫ୍ ମାର୍କ  ୮୦.୮୩ ପ୍ରତିଶତ ରହିଥିବା ବେଳେ କଳାରେ ୬୧.୬୭ ଓ ବାଣିଜ୍ୟରେ ୬୨.୭୦ ମାର୍କ ରହିଛି।

ରାଜ୍ୟରେ ମୋଟ ୧,୫୪୪ଟି ଯୁକ୍ତ ଦୁଇ କଲେଜରେ ୪,୦୪,୦୫୪ଟି ସିଟ୍ ଖାଲି ରହିଛି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨ଲକ୍ଷ୭୨ହଜାର୩୩୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟରେ କଟ୍‌ଅଫ୍ ତାଲିକା ଜୁଲାଇ ୪ ତାରିଖ ପ୍ରକାଶ ପାଇବ।  ଜୁଲାଇ ୧୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story