ସିବିଏସ୍‌ଇ ଢାଞ୍ଚାରେ ଉନ୍ମୋଚନ ହେଲା ଯୁକ୍ତଦୁଇର ନୂଆ ବହି ଓ ସିଲାବସ୍‌

ଭୁବନେଶ୍ୱର: ସିବିଏସ୍‌ଇ ଢାଞ୍ଚାରେ ଆଜି ଯୁକ୍ତ ଦୁଇର ନୂଆ ବହି ଓ ସିଲାବସ୍‌ ଉନ୍ମୋଚନ ହୋଇଛି। ଭୁବନେଶ୍ୱରରେ ଥିବା ଟେକ୍ସଟ୍‌ ବୁକ୍‌ ଅଫ୍‌ ବ୍ୟୁରୋ କାର୍ଯ୍ୟାଳୟରେ ଉଚ୍ଚ ଶିକ୍ଷା ସଚିବ ଜିଭିଭି ଶର୍ମା ଉନ୍ମୋଚନ କରିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ନୂଆ ପୁସ୍ତକ ଉନ୍ମୋଚିତ ହୋଇଛି। ୨ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଖକୁ ନୂଆ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ  ସିବିଏସ୍‌ଇ ଢାଞ୍ଚାରେ ଯୁକ୍ତ ଦୁଇ ପାଠ୍ୟକ୍ରମ ପଢ଼ାଯିବ। ନୂଆ ପାଠ୍ୟକ୍ରମ […]

cbse

cbse

Rakesh Mallick
  • Published: Friday, 08 July 2016
  • Updated: 08 July 2016, 04:07 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍‌ଇ ଢାଞ୍ଚାରେ ଆଜି ଯୁକ୍ତ ଦୁଇର ନୂଆ ବହି ଓ ସିଲାବସ୍‌ ଉନ୍ମୋଚନ ହୋଇଛି। ଭୁବନେଶ୍ୱରରେ ଥିବା ଟେକ୍ସଟ୍‌ ବୁକ୍‌ ଅଫ୍‌ ବ୍ୟୁରୋ କାର୍ଯ୍ୟାଳୟରେ ଉଚ୍ଚ ଶିକ୍ଷା ସଚିବ ଜିଭିଭି ଶର୍ମା ଉନ୍ମୋଚନ କରିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ନୂଆ ପୁସ୍ତକ ଉନ୍ମୋଚିତ ହୋଇଛି। ୨ ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଖକୁ ନୂଆ ବହି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ  ସିବିଏସ୍‌ଇ ଢାଞ୍ଚାରେ ଯୁକ୍ତ ଦୁଇ ପାଠ୍ୟକ୍ରମ ପଢ଼ାଯିବ। ନୂଆ ପାଠ୍ୟକ୍ରମ ଅନୁସାରେ ସବ୍‌ଜେକ୍‌ଟିଭ୍‌ ବଦଳରେ ଅବଜେକ୍‌ଟିଭ୍‌ ଅଗ୍ରାଧୀକାର ଦିଆଯାଇଛି। ଉଚ୍ଚଶିକ୍ଷାର ସଂସ୍କାର ସାଙ୍ଗକୁ  ସିବିଏସ୍‌ଇ ଢାଞ୍ଚାରେ ପଢ଼ାହେବା ନେଇ ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ଜୁଲାଇ ୧୪ରୁ  ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଳାସ୍‌ ଆରମ୍ଭ ହେବାକୁ ଯାଉଛି। କ୍ଲାସ୍‌ ଆରମ୍ଭ ହେବାକୁ ଅଳ୍ପ ଦିନ ଥିବାରୁ ତାହା ପୂର୍ବରୁ ମାର୍କେଟକୁ ଯୁକ୍ତ ଦୁଇ ପାଠ୍ୟପୁସ୍ତକ ମିଳିବା ନେଇ ଛାତ୍ରଛାତ୍ରୀ ସନ୍ଦେହରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story