ଯୁକ୍ତ ଦୁଇ ଖାତା ଦେଖା: ସର୍ଟସର୍କିଟ୍‌ ଯୋଗୁଁ କେନ୍ଦୁଝର କଲେଜରେ ଇ-ମୂଲ୍ୟାୟନ କେନ୍ଦ୍ର ବନ୍ଦ

କେନ୍ଦୁଝର/ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଖାତାର ଇ-ମୂଲ୍ୟାୟନରେ ବିଭ୍ରାଟ ଦେଖାଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏଠାରେ ରସାୟନ ବିଜ୍ଞାନର ୫୦୦ ଓ ବାଣିଜ୍ୟର ୨୫୦ଟି ଖାତାର ଇ-ମୂଲ୍ୟାୟନ ହୋଇପାରିନାହିଁ। ଫଳରେ ଏଠାରେ ଇ-ମୂଲ୍ୟାୟନ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି ଓ ଉକ୍ତ ଖାତାଗୁଡ଼ିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଗତ ଶନିବାର କଲେଜର ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବାର କିଛି ସମୟ ପରେ ସର୍ଟସର୍କିଟ୍ […]

dd-college-computer

dd-college-computer

Rakesh Mallick
  • Published: Monday, 02 May 2016
  • Updated: 02 May 2016, 08:52 AM IST

Sports

Latest News

dd-college-computerକେନ୍ଦୁଝର/ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ଖାତାର ଇ-ମୂଲ୍ୟାୟନରେ ବିଭ୍ରାଟ ଦେଖାଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏଠାରେ ରସାୟନ ବିଜ୍ଞାନର ୫୦୦ ଓ ବାଣିଜ୍ୟର ୨୫୦ଟି ଖାତାର ଇ-ମୂଲ୍ୟାୟନ ହୋଇପାରିନାହିଁ। ଫଳରେ ଏଠାରେ ଇ-ମୂଲ୍ୟାୟନ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି ଓ ଉକ୍ତ ଖାତାଗୁଡ଼ିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି।

ଗତ ଶନିବାର କଲେଜର ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବାର କିଛି ସମୟ ପରେ ସର୍ଟସର୍କିଟ୍ ହେବା ଯୋଗୁଁ ବହୁ ଲ୍ୟାପଟପ୍ ସହିତ ପ୍ରିଣ୍ଟର ଓ ଫ୍ୟାନ୍ ଆଦି ପୋଡ଼ି ଯାଇଥିଲା। କଲେଜ କର୍ତ୍ତୃପକ୍ଷ ଏ ବିଷୟରେ ସଙ୍ଗେ ସଙ୍ଗେ ନେସ୍‌କୋକୁ ଫୋନ୍ କରି ଜଣାଇଥିଲେ। ଖବର ପାଇ ନେସ୍‌କୋ କର୍ମଚାରୀ କଲେଜ୍‌କୁ ଆସିଥିଲେ। କିନ୍ତୁ ଏହା ଜିଇଡିର କାମ ବୋଲି କହି ଚାଲି ଯାଇଥିଲେ। ନେସ୍‌କୋ ଓ ଜିଇଡି ପରସ୍ପର ଉପରେ ଦୋଷ ଲଦି ଥିଲେ ସିନା ମରାମତି କରି ନ ଥିଲେ। ଆଜି ବି ମରାମତି କାମ ନ ହେବାରୁ କଲେଜର ଅଧ୍ୟକ୍ଷ ଏ ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଜଣାଇଥିଲେ।    ଏହା ପରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଉକ୍ତ ଇ-ମୂଲ୍ୟାୟନ କେନ୍ଦ୍ରକୁ ବନ୍ଦ କରି ଖାତାଗୁଡ଼ିକୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ୮୫ଟି କଂପ୍ୟୁଟର ଓ ଲ୍ୟାପ୍‌ଟପ୍ ମଧ୍ୟରୁ ୬୧ଟି ଅଚଳ ହୋଇଯାଇଛି।

ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ସର୍ଟସର୍କିଟ୍‌ ଯୋଗୁଁ ଖାତା ଦେଖାରେ କୌଣସି ପ୍ରଭାବ ପଡ଼ିନାହିଁ। ଦେଖା ହୋଇ ପାରି ନ ଥିବା ଖାତାଗୁଡ଼ିକୁ ଅନ୍ୟ କେନ୍ଦ୍ରରେ ଦେଖାଯାଉଛି। ଯୁକ୍ତ ଦୁଇ ପରୀକ୍ଷା ଫଳ ଠିକ୍‌ ସମୟରେ ପ୍ରକାଶ ପାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story