ଗୁରୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ସମାଜରୁ ଅନ୍ଧାର ଦୂର କରନ୍ତୁ

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଶିକ୍ଷାଦାନ ଜରିଆରେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକର ରାସ୍ତା ଦେଖାଉଛନ୍ତି ଶିକ୍ଷକମାନେ। ପିଲାଙ୍କୁ ନୂଆ ନୂଆ କଥା ଶିଖାଉଛନ୍ତି ଓ ସମାଜରେ ଶିକ୍ଷା ପ୍ରସାର କରୁଛନ୍ତି ବୋଲି ମୋଦି କହିଛନ୍ତି । ଏହି ଅବସରରରେ ମୋଦି ପୂର୍ବତନ ରାଷ୍ଟ୍ରପତି ଡକ୍ଟର  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ରାଧାକ୍ରିଷ୍ଣନ ଜଣେ ଦକ୍ଷ ଜନନାୟକ ଓ ପ୍ରେରଣାଦାୟୀ ଶିକ୍ଷକ ଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି […]

modi 1

modi 1

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 09:13 AM IST

Sports

Latest News

PMଭୁବନେଶ୍ୱର: ଗୁରୁ ଦିବସ ଅବସରରେ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଶିକ୍ଷାଦାନ ଜରିଆରେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଆଲୋକର ରାସ୍ତା ଦେଖାଉଛନ୍ତି ଶିକ୍ଷକମାନେ। ପିଲାଙ୍କୁ ନୂଆ ନୂଆ କଥା ଶିଖାଉଛନ୍ତି ଓ ସମାଜରେ ଶିକ୍ଷା ପ୍ରସାର କରୁଛନ୍ତି ବୋଲି ମୋଦି କହିଛନ୍ତି ।

ଏହି ଅବସରରରେ ମୋଦି ପୂର୍ବତନ ରାଷ୍ଟ୍ରପତି ଡକ୍ଟର  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ରାଧାକ୍ରିଷ୍ଣନ ଜଣେ ଦକ୍ଷ ଜନନାୟକ ଓ ପ୍ରେରଣାଦାୟୀ ଶିକ୍ଷକ ଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos