ବିଜେପିର ଜାତୀୟ କାର୍ଯ୍ୟକାରିଣୀ,ଆଜି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଅପରାହ୍ନ ୩ଟା ୩୦ରେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ। ବିମାନବନ୍ଦରରୁ ମୋଦି ରାଜଭବନ ଆସିବେ। ରାଜଭବନଠାରେ ମୋଦିଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ କରାଯିବ। ରାଜଭବନରେ କିଛି ସମୟ ବିଶ୍ରାମ ପରେ ଜନତା ମୈଦାନକୁ ଆସିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ସହ ପ୍ରାୟ ଦେଢ଼ […]

modi

modi

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 07:44 AM IST

Sports

Latest News

ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଅପରାହ୍ନ ୩ଟା ୩୦ରେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ। ବିମାନବନ୍ଦରରୁ ମୋଦି ରାଜଭବନ ଆସିବେ। ରାଜଭବନଠାରେ ମୋଦିଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ କରାଯିବ। ରାଜଭବନରେ କିଛି ସମୟ ବିଶ୍ରାମ ପରେ ଜନତା ମୈଦାନକୁ ଆସିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ସହ ପ୍ରାୟ ଦେଢ଼ ଘଣ୍ଟା ରହିବେ। ସେଠାରୁ ପୁଣି ରାଜଭବନ ଯାଇ ରାତ୍ରି ବିଶ୍ରାମ କରିବେ। ଆସନ୍ତାକାଲି ସକାଳେ ମୋଦି ସ୍ୱାଧିନତା ସଂଗ୍ରାମୀ ପାଇକମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସକାଳ ୯ଟାରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story